Education

ମଧ୍ୟାହ୍ନଭୋଜନ ହେରଫେରକୁ ପ୍ରତିବ।ଦ କରିବ।ରୁ ଜଳନ୍ତା କାଠ ରେ ପ୍ରଧ।ନ ଶିକ୍ଷକଙ୍କୁ ମ।ଡ

ମଧ୍ୟାହ୍ନଭୋଜନ ହେର୍‌ଫେରକୁ ପ୍ରତିବାଦ କରିବାରୁ

ଜଳଜ୍ଜା କାଠରେ ପ୍ରଧାନଶିକ୍ଷକଙ୍କୁ ମାଡ଼

ବେଲପଡ଼ା,23/8: ମଧ୍ୟାହ୍ନଭୋଜନରେ ହେର୍‌ଫେର୍ କରୁଥିଲେ । ଯାହା ବଳୁଥିଲା। ଭାଗବଣ୍ଟ କରି ଖାଉଥିଲେ । ହେଲେ ନୂଅ। ପ୍ରଧାନଶିକ୍ଷକ ଏହାର ପ୍ରତିବାବ କରିବାରୁ ତାଙ୍କୁ ଜଳଖ କାଠ ପାଳିଆରେ ଆକ୍ରମଣ କରି ଲହୁଲୁ କରିଛā ଠିକା ନେଇଥିବା ବ୍ୟକ୍ତି ଜଣକ । ମଙ୍ଗଳବା 4 ଏକ ଘଟଣା ଦେଖୁବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲ ବଲପଡ଼ା ଥନା ସୁଲେକେଲା ଗାଁ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ 1661 ଗୁରୁତର ପ୍ରଧାନଶିକ୍ଷକ ହେଲେ ରଥାଙ୍ଗ ପାଢ଼ୀ । ସ୍ଥାନୀୟ

ଲହୁଲୁହାଣ ହୋଇ ଡାକ୍ତରଖାନାରେ ଭର୍ଜି

ଲୋକେ ପ୍ରଧାନଶିକ୍ଷକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ। ପରେ ଏନେଇ ପ୍ରଧାନଶିକ୍ଷକ ବେଲପଡ଼ା ଥାନାରେ ଲିଖୁଖ୍ୟ ଅଭିଯୋଗ କରିଛନ୍ତି । ।

ପ୍ରକାଶ ଯେ, ଦୀର୍ଘ ୧୦ ବର୍ଷ ହେଲା ସୁଲେକେଲ। ନୋଡାଲ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଦାୟିତ୍ଵ ଗାଁର ମା’ ଚଞ୍ଚଳ ସୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଦିଆଯାଇଛି। ଉକ୍ତ ଏସ୍ଏଚଜି ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ପନିପରିବା ଯୋଗଣ ପାଇଁ ଗାଁର ଉଗ୍ରସେନ ରଣାକୁ ଠିକା ଦେଇଛନ୍ତି। ଦୀର୍ଘବର୍ଷ ହେଲା ଉଗ୍ରସେନ ଛାତ୍ରଛାତ୍ରୀଙ୍କ ତୁଳନାରେ କମ୍ ପରିମାଣର ପନିପରିବା ଯୋଗାଣ କରୁଥିଲା । ଯାହା ମିଳୁଥିଲା ସେସବୁ ଭାଗବଣ୍ଟ ହେଉଥିଲା ହେଲେ କିଛିଦିନ ହେଲା।

ନୂଆ ପ୍ରଧାନଶିୟନ ଭାବେ ରଥାଙ୍ଗ ପାଢ଼ୀ ଦାୟିତ୍ଵ

ନେଇଛନ୍ତି। ମଙ୍ଗଳବାର ସେ ଛାତ୍ରଛାତ୍ରୀଙ୍କ ତୁଳନାରେ ପନିପରିବା ଯୋଗାଣ ପାଇଁ ଉଗ୍ରସେନଙ୍କୁ କହିଥିଲେ।

ଏଥିରେ ଉଗ୍ରସେନ ଉତ୍ୟକ୍ତ ହୋଇ ରୋଷେଇ ପରୁ ଏକ ଜଳତା କାଠଫାଳିଆ ଆଣି ପ୍ରଧାନଶିକ୍ଷକଙ୍କୁ ନିର୍ଘାତ ମାଡ଼ ମରିଥିଲା I ଆକ୍ରମଣରେ ପ୍ରଧାନଶିକ୍ଷକଙ୍କ ମୁଣ୍ଡ ଫାଟିଯିବା ସହ ହାତରେ ଆଘାତ ଲାଗିଛି। ଏନେଇ ପ୍ରଧାନଶିକ୍ଷକ ଶ୍ରୀ ପାଢ଼ୀଙ୍କୁ ପଚାରିବାରୁ ସେ କହିଲେ ଭଗସେନ ନାଁରେ ଅଭିଭାବକମାନେ ଅଭିଯୋଗ କରିଥିଲେ, ମିଟିଂରେ ମଧ୍ଯ ଅଲୋଚନା ହୋଇଥିଲା। ପରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭଲ ଖାଦ୍ୟ ଦେବା ପାଇଁ ଉଗ୍ରେସନଙ୍କୁ କହିଥିଲି । ଏଥିରେ ଉଗ୍ରସେନ ରାଗିଯାଇ ମୋ ଉପରେ ଜଳନ୍ତା କାଠ ଫାଳିଆରେ ଆକ୍ରମଣ କରି ଥିଲା । ଏ ସମ୍ପର୍କରେ ବେଲପଡ଼ା ଥାନାଧିକାରୀ ଅନନ୍ତ ପ୍ରଧାନଙ୍କୁ ପଚାରିବାରୁ ପ୍ରଧାନଶିକ୍ଷକ ଲିଖୁତ ଅଭିଯୋଗ କରିଛନ୍ତି। ହେଲେ ମାମଲ। ରୁଜୁ ହୋଇନାହିଁ ବୋଲି ସେ କହିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button