2 ଦୃଷ୍ଟି ବ।ଧୂତ ଦିବ୍ୟାଙ୍ଗ ଜିଲ୍ଲା ପାଇଁ ଗୌରବ
୨ ଦୃଷ୍ଟି ବାଧୂତ ଦିବ୍ୟାଙ୍ଗ ଜିଲ୍ଲା ପାଇଁ ଗୌରବ
ନବରଙ୍ଗପୁର, 23/8 : ଜିଲ୍ଲାର ଦୁଇ ଦୃଷ୍ଟି ବାଧୂତ ଛାତ୍ର ଓଡିଶା ରାଜ୍ୟ କନିଷ୍ଠ ନିଷ୍ଠ ଓ ଉପ-କନିଷ୍ଠ ଏଥ ଏଥଲେଟିକ୍ ଚମ୍ପିଆନସିପ ପରେ ଭାଗ ନେଇଁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଜଣେ ଚନ୍ଦାହାଣ୍ଡି ବ୍ଲକ୍ ପଲସାପଡା ଗ୍ରାମର ବିପିନ ଭୋଇ ପ୍ରତିଶତ ଦୃଷ୍ଟି ବାଧ ବାଧୂତ ଅନ୍ୟ ଜଣେ କୋଷାଗୁମୁତ ବ୍ଲକ୍ ଅଣ୍ଟାସରୁ ସରୁ ଗୁ ଗୁ ଡ ଡା ଗ୍ରାମର ଜଗନ୍ନାଥ ଚଲାଣ (୪୦ ପ୍ରତିଶତ ଦୃଷ୍ଟି ବାଧୂତ) ଜୟପୁର ବିକ୍ରମଦେବ କଲେଜରେ ଅଧ୍ୟୟନରତ । ବିପିନ ଯୁକ୍ତ 9 କଳାଛାତ୍ର ଓ ଜଗନ୍ନାଥ ଯୁକ୍ତ ୩ କଳାଛାତ୍ର ପାଠ ସ ସହିତ ଖେଳ ଖଳ ପ୍ରତି ରହିଥିବା ଦୂର୍ବଳତା ସେମାନଙ୍କୁ ଜୀବନର ଲକ୍ଷ୍ୟ ସାସ୍ତ କରିବାରେ ସାହାଯ୍ୟ କରୁଥିବା କଥା କହିଛନ୍ତି। ଜିଲ୍ଲାରେ ଖେଳ ତଥା ଖେଳୁଆଢ ମନବୃତ୍ତି ନେଇଁ ନଇଁ ଆଗକୁ ବଢ଼ୁଥିବା ଛାତ୍ରଛାତ୍ରୀଙ୍କ ନାହିଁ । ତଥାପି ନିଜ ଆମ ବିଶ୍ଵାସରେ ରାଜ୍ୟ ସ୍ତରୀୟ ଝଗଳ ପ୍ରଦର୍ଶନ କରି ମେଡାଲ ପାଇ ଖୁସି
ବ୍ୟକ୍ତ କରିଛନ୍ତି। ବିପିନ ୧୦୦ ମିଟର, ୪୦୦ ମିଟର ଦୌଡ ଓ ଲମ୍ବ ଡିଆଣୀ ରେ ରୌପ୍ୟ ପଦକ ହାସଲ କରି ଛନ୍ତି । ସେହି ଭଳି ଜଗନ୍ନାଥ ୧୦୦ ମିଟର, ୨୦୦ ମିଟର ଓ ସଟଫୁଟ ରେ ରୌପ୍ୟ ପଦକ ପାଇଛନ୍ତି। ଉ ଉଭୟେ ୩ ଟି เฉตเง ପଦକ ପାଇ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଆଗକୁ ଗକୁ ଜାତୀୟ ସ୍ତରରେ ପ୍ରକାଶ ଖେଳି ବାକୁ ଆଗ୍ରହ କରି ଥ୍ ବା ବେଳେ ସେଥିପାଇଁ ପ୍ରସ୍ତୁତି ଚଳାଇଥୁବା ଖେଳାଳୀମାନଙ୍କ ପାଇଁ ବିଭିନ୍ନ ସରଞ୍ଜାମ ଓ କୋଚ ର ବ୍ୟବସ୍ଥା କରିବାକୁ ଦୀର୍ଘବର୍ଷ ହେଲାଣି ଦାବି
କରାଯାଉଛି। ପାଠପଢା ସହ ଖେଳ ପ୍ରତି ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେଲେ ଜିଲ୍ଲାରେ ଅନେକ ପ୍ରତିଭା ବାହାରି ଥାନ୍ତେ ବୋଲି କୁହାଯାଉଛି। ଜିଲ୍ଲା ପାଇଁ ଆଣିଥିବା ଗୌରବ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କୁହାଯାଉଛି। ହାସଲ କରି ପଦକ ନବ ନବରଙ୍ଗପୁରକୁ ଆସିବା ପରେ ଜି ଜିଲ୍ଲା ’ସକ୍ଷମ’ ତରଫରୁ ଉଭୟଙ୍କୁ ସ୍ଵାଗତ, ସମ୍ବଦ୍ଧନା ଦିଆଯାଇଥିଲା। ସକ୍ଷମ ର ସଭ ସଭାପତି ସୁଜିତ୍ ରଥ ଉପଢୌକନ ପ୍ରଦାନ କରିଥିଲେ ‘ସକ୍ଷମ’ ତରୋଫରୁ ସମସ୍ତ ସଦସ୍ଯ ଶୁଭେଚ୍ଛା ଜଣାଇଥିଲେ ।