Education
ସାଧାରଣ ଲୋକଙ୍କୁ କମ ଟଙ୍କାରରେ ଘର ଯୋଗାଇ ଦେବେ ସରକାର
ସାଧାରଣ ଲୋକଙ୍କୁ କମ୍ ଟଙ୍କାରେ ଘର ଦେବେ ସରକାର
ଭୁବନେଶ୍ୱର, 23/8 : ଆଫୋଡେବଲ୍ ହାଉସିଂ ସ୍କିମ୍ ରେ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ସରକାର ଯୋଜନା କରିଛନ୍ତି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଜଣେ ସାଧାରଣ ଲୋକ ମଧ୍ୟ କମ୍ ଟଙ୍କାରେ ଭୁବନେଶ୍ବରରେ
ରହି ପାରିବ। ଏଥି ପାଇଁ ଘର ଯୋଗାଇଦେବାକୁ ସରକାର ଯୋଜନା କରୁଛନ୍ତି। ସେଥିପାଇଁ ବିଡିଏ ଏବଂ ହାଉସିଂ ବୋର୍ଡ ଘର କରୁଛି । ଏଥ୍ନିମନ୍ତେ ବିଭିନ୍ନ ସ୍ଥାନ ନରେ ଘର ତି ଆରି ଆରମ୍ଭହୋଇଗଲାଣି। ଖୁବଶୀଘ୍ର ସୁଲଭମୂଲ୍ୟରେ ଲୋକଙ୍କୁ ଘର ଯୋଗାଇ ଦିଆଯିବ।