Education

ସରୁନି ଜୟପୁର ଜୟନଗର ରାସ୍ତା ଓ ସ।ଗର। କ।ମ ତ।:23/8 ଶନିବ।ର ଦିନ ବନ୍ଦ ଡ।କର। ଦେଲ। ଜୟପୁର ବିଜେଡି ଦଳ

ଜୟପୁର, ତ।ରିଖ 23/8/25 ଶନିବ।ର ବନ୍ଦ ଡ।କରା ଦେଲ। ଜୟପୁର ବିଜେଡି ଦଳ
ଜୟପୁର, ତ।:22/8
ବନ୍ଦ ଡାକରା ଦେଲା ଜୟପୁର ବିଜେଡ଼ି ପାର୍ଟି। ଆସନ୍ତା ଶନିବାର ଦିନ ଜୟନଗରରେ ଆନ୍ଦୋଳନ କରିବେ ବିଜେଡ଼ି କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା। ଏହି ଅଂଚଳରେ ଦୁଇଟି ରାସ୍ତା କାମ ଚାଲିଛି କିନ୍ତୁ ତାହା ଶେଷ ହେଉ ନଥିବାରୁ ଲୋକଙ୍କ ସମସ୍ୟା ଦେଖାଦେଇଥିବା କହିଛନ୍ତି ପୁର୍ବତନ ମନ୍ତ୍ରୀ ରବି ନନ୍ଦ। ସେ ଠିକାଦାର ଓ ବିଭାଗୀୟ କର୍ମଚାରୀ ଓ

ଯନ୍ତ୍ରୀଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button