ଆନ୍ଧ୍ର ଗଲ। 2650 ମେଟ୍ରିକ୍ ଟନ ମ। ଣ୍ଡିଆ
ଆନ୍ଧ୍ର ଗଲା ୨୬୫୦ ମେଟ୍ରିକ ଟନ୍ ମାଣ୍ଡିଆ
କର୍ଣ୍ଣାଟକ, ଉତ୍ତର-ପୂର୍ବାଞ୍ଚଳ ପଠାଇବାକୁ ଯୋଜନା
ଜୟପୁର, 21/8: ବଢ଼ୁଛି କୋରାପୁଟ ମାଣ୍ଡିଆର ଚାହିଦା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାର ମାଣ୍ଡିଆକୁ ସାମିଲ କରିଛନ୍ତି। ଓଡ଼ିଶାରେ ଏହାର ପ୍ରଚଳନ ପରେ ଆନ୍ଧ୍ରରେ ମଧ୍ୟ ହିତାଧିକାରୀଙ୍କୁ ବଣ୍ଟନ କରିବା ପାଇଁ
OD CORPORATION OF INDIA
ST HAVE OF RAGI DESPATCH
ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୬୫୦ ମେଟ୍ରିକ୍ ଟନ୍ ମାଣ୍ଡିଆ ଆନ୍ଧ୍ରକୁ ଯାଇଛି। ଆଗାମୀ ଦିନରେ କର୍ଣ୍ଣାଟକ ଓ ଉତ୍ତର ପୂର୍ବାଞ୍ଚଳରେ ଥିବା ରାଜ୍ୟକୁ କୋରାପୁଟ ମାଣ୍ଡିଆ ପଠାଇବାକୁ ଯୋଜନା କରାଯାଇଛି।
ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ଆଜି ଟ୍ରେନ୍ ଯୋଗେ ଜୟପୁର ଷ୍ଟେସନରୁ ମାଣ୍ଡିଆ ପଠାଯାଇଥିଲା |
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ପ୍ରସନ୍ୟାପାଲିକୁ ଯିବା ଗୋଟିଏ ଗାଟିଏ ରାକ୍ରେ ୨୬୫୦ ମେଟ୍ରିକ ଟନ୍ ମାଣ୍ଡିଆ ଲୋଡ୍ କରାଯାଇଥିଲା। ଏହି ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆନ୍ଧ୍ରର ହିତାଧିକାରୀଙ୍କୁ ବଣ୍ଟନ କରାଯିବା ସେହିପରି କର୍ଣ୍ଣାଟକ ଏବଂ ଉତ୍ତରପୂର୍ବାଞ୍ଚଳରେ ଥିବା ରାଜ୍ୟକୁ ମଧ୍ୟ ଦୁଇ ରେକ୍ ମାଣ୍ଡିଆ ଖୁବ ଶୀଘ୍ର ପଠାଯିବ ନିଗମ ସୂତ୍ରରୁ ପ୍ରକାଶ ଜୟପୁରସ୍ଥି କେନ୍ଦ୍ରୀୟ ପାଣ୍ୟାଗର ନିଗମ ଗୋଦାମରେ Γ ହଜାର, ନବରଙ୍ଗପୁରରେ ୭ ହଜାର, ଟିଡିସିସି ও ଆରଏମସି ଗୋଦାମ୍ରେ ପ୍ରାୟ ୨୦୦୦ ମେଟ୍ରିକ ଟନ୍ ମାଣ୍ଡିଅ ଗଳ୍ପିତ ରହିଛି| ମାଣ୍ଡିଆ ପଠାଯିବା ସମୟରେ ଏଜିଏମ୍ ଧର୍ମରାଜ ପାର୍ଶ୍ଵନ, ଅଧିପ୍ରାପ୍ତି ପ୍ରବନ୍ଧକ ତ୍ରିପତି ସାହୁ, ପ୍ରବନ୍ଧକ ରଞ୍ଜନ କୁମାର, ଧନଞ୍ଜୟ ମଣ୍ଡଳ, ପ୍ରୀତିଶ ମହାନ୍ତି, ପୱନ କଶ୍ୟପ, ପୁଷ୍ପଦର ସିଂହ, ଖାଦ୍ୟ ନିଗମର କର୍ମଚାରୀ, ଟିଡିସିସି, କେନ୍ଦ୍ରୀୟ ପାଣ୍ୟାଗର ନିଗମର ଅଧିକାରୀମାନେ ଉପସ୍ଥିତ ଥିଲେ |