ମକ। ଦୋକାନ ରେ ପଶିଗଲ। କ।ର,4 ଆହତ
ମକା ଦୋକାନରେ ପଶିଗଲା କାର୍, ୪ ଆହତ
ନବରଙ୍ଗପୁର, ୧୯/୮: ନବରଙ୍ଗପୁର ଥାନା ଅଧୀନସ୍ଥ ସାନଡାଇଭଟ୍ଟା ଓ ଇନ୍ଦ୍ରାବତୀ ନଦୀ ପୋଲ ପୂର୍ବ ବୁଲାଣିରେ ଠିଆ ହୋଇଥିବା ଏକ କାର୍ ସହ ଅନ୍ୟ ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଠିଆ
ହୋଇ ରହିଥିବା କାର୍ଟି ମକା ଦୋକାନ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାରେ ଉଭୟ କାରରେ ଥିବା 11 ୪ଜଣ ଆହତ ହୋଇଥିବା ବେଳେ ମକା ବିକ୍ରି କରୁଥିବା ମହିଳା ଓ ଅନ୍ୟ ଦୁଇ ଯାତ୍ରୀ ଦୂରକୁ ଡେଇଁ ପଡ଼ିବାରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୧୦ଟାରେ ଇନ୍ଦ୍ରାବତୀ ନଦୀ ପୋଲ ପୂର୍ବ ବୁଲାଣିରେ ଥିବା ଏକ
ମକ। ଦୋକାନ ପାର୍ଶ୍ଵରେ ଗୋଟିଏ କାର୍ ଠିଆ ହୋଇଥିଲା| କାର୍ରେ ବସିଥିବା କିଛି ଜଣ ଓହ୍ଲାଇ ଦୋକାନରେ ମକା ଖାଉଥିଲେ | ଏହି ସମୟରେ ନବରଙ୍ଗପୁରରୁ ବୋରିଗୁମ୍ମା ଅଭିମୁଖେ ଯାଉଥିବା ଏକ କାର୍ ମକା ଦୋକାନ ପାର୍ଶ୍ବରେ ହୋଇଥିବା କାର୍କୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା। ଉଭୟ କାର୍ ମୁହାଁମୁହିଁ ଧକ୍କା ହେବା ପରେ ପ୍ରବଳ ଶବ୍ଦ ହୋଇଥିଲା। ଦୁର୍ଘଟଣାରେ ଉଭୟ କାରର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯା ପାଇଥିଲା । ଅନ୍ୟପଟେ ଟେ ଦୁର୍ଘଟଣାରେ ଉଭୟ କା କାରର ଚାଳକଙ୍କ ସହିତ ଅନ୍ୟ ୨ଜଣ ଆହତ ତ ହୋଇଥି ଥିଲେ । ତେବେ ସୌଭାଗ୍ଯବ ଗ୍ୟବଶତଃ ମକା ବିକ୍ରି କରୁ ନରୁଥିବା ମହିଳା ଓ ଅନ୍ୟ ଦୁଇ ଜଣ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ଘଟଣ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ନବରଜ ବରଙ୍ଗପୁର ପୁଲିସ କରିଥିବା ବା ଜଣାପଡ଼ିଛି।