Education

ଗୁପ୍ତା ବସ ଧୋକ।ରେ ଜଣେ ଙ୍କ ମୃତ୍ୟୁ

ଖୁଡିଗୁଡ଼ା ନିକଟରେ ବୋରିଗୁମ୍ମା-୨୬ ଜାତୀୟ ରାଜପଥରେ ଗୁପ୍ତା ବସ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ କାମତା ପଞ୍ଚାୟତର ପୂର୍ବତନ ସରପଞ୍ଚ ନାରାୟଣ ଜାନି।

ଆଜି, ସେ ଖୁଡିଗୁଡ଼ା ଗାଁରୁ ରାଜପଥକୁ ଆସୁଥିବା ସମୟରେ ଗୁପ୍ତା ନାମକ ଏକ ଘରୋଇ ବସ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଡାକ୍ତର ସୂଚନା ଦେଇଛନ୍ତି ଯେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଘଟଣା ଯୋଗୁଁ, କ୍ଷତି ଦାବି କରି ରାଜପଥ ଅବରୋଧ ।

ଗୁପ୍ତା ବସ ଧକ୍କା ରେ ଜଣେ ମୃତ

କ୍ଷତିପୂରଣ ଦାବି ରେ ମୃତକ ପରିବାର ତରଫରୁ ର।ଜ ରାସ୍ତା ଅବରୋଧ ।

ମୃତକ ବ୍ୟକ୍ତି ବୋରିଗୁମ୍ମା ରାଜମିସ୍ତ୍ରୀ ସଂଘ ର

ଖୁଡିଗୁଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ଗୁପ୍ତା ବସ ପଛ ପଟୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ମୃତ । ମୃତ ବ୍ୟକ୍ତି ବୋରିଗୁମ୍ମା ରାଜମିସ୍ତ୍ରୀ ସଂଘ ର ସମ୍ପାଦକ ନାରାୟଣ ଜାନି । କ୍ଷତି ପୂରଣ ଦାବିରେ ବୋରିଗୁମ୍ମା ଥାନା ସମ୍ମୁଖ ରେ ଧାରଣା ଦିଆଯାଇଛି । ତେଣୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button