ଜିଲ୍ଲାପାଳ ଙ୍କ ନିଦ୍ଦେର୍ଶ ରେ ସଫ। ହେଲ। ରାସ୍ତା ର ପରିମଳ ଓ ଡ୍ରେନ
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସଫା ହେଲା ରାସ୍ତାର ପରିମଳ ଓ ଡ୍ରେନ
ପାପଡାହାଣ୍ଡି, 18/8: ନ ବ ର ଙ୍ଗ ପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ । ସଫା ହେଲା ରାସ୍ତାର ପରିମଳ ଓ ଡ୍ରେନ ନବରଙ୍ଗପୁର ଜିଲ୍ଲାପାଳ ଡ଼. ମହେଶ୍ଵର ସ୍ଵାଇଁ କିଛିଦିନ ତଳେ ପାପଡାହାଣ୍ଡି ଗସ୍ତରେ ଆସିଥୁଲେ । ରାସ୍ତା କଡ଼ର ପରିମଳ ଡ୍ରେନରେ ଆବର୍ଜନା ପରିପୂର୍ଣ୍ଣ ରହିଥିବା ନେଇ ବ୍ଲକ କାର୍ଯ୍ୟଳୟ ଠାରେ
ବିଗିଡ଼ିଥିଲେ । ଏହା ପରେ ବ୍ଲକ ପ୍ରଶାସନ ବିଡ଼ିଓ କପିଳଦେବ ସାହୁଙ୍କ ଅଧକ୍ଷତାରେ ଏକ ବୈଠକ ହୋଇଥିଲା । ଗ୍ରାମର ସମସ୍ତ ଦୋକାନୀକୁ ସୂଚନା ଦିଆଗଲା । ଆସନ୍ତା ୧୩ ତା ତାରିଖରେ ଗ୍ରାମ ସଫେଇ ଓ ଡ୍ରେନ ଡ୍ରେନ ସଫେଇ ନେଇ ଏକ ବୈଠକ ପାଇ ପ୍ରସୂତି ହୋ ହାଇଥିଲା ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରାଙ୍କ ଅଧ୍ଯକ୍ଷତାରେ ବ୍ଲକ ସଭାଗୃହ ଠାରେ ଗତ ତ ୧୩ ତାରିଖ ଏକ ବୈଠକ କରାଯାଇଥୁଲା । ଗାଁ ରାସ୍ତା ପାର୍ଶ୍ଵ ଓ ରହିଥବା ଡ୍ରେନ ସଫା କରିବାକୁ ନିଷ୍ପତି କରାଯାଇଥୁଲା । ବ୍ଲକ ଉପାଧକ୍ଷ, ঢ়িও, ତହସିଲଦାର ଓ ଜିପିଓ ଗ୍ରାମବାସୀ । ମିଳିତ ଭାବେ ଗ୍ରାମରେ ସମସ୍ତ ଦୋକାନ ବଜାର ବୁଲି ସଚେତନ କରିଥିଲେ | ଏହା ପରେ ଉମରକୋଟ ରାସ୍ତାର । ଡ୍ରେନ ସଫା କୋରାଯାଇଥୁଲା । ଗାଁର ରାସ୍ତା କଡ଼ରେ ରହିଥିବା ସମସ୍ତ ଅଳିଆ ଆବର୍ଜନା ସଫା ସଫା କୋରଯାଇଥିଲା କୋର । ଅଳି ଅଳିଆ ଆବର୍ଜନା ଡ୍ରେନ ସଫା ହୋଇଥିବା ଯୋଗୁ ଗ୍ରାମବାସୀ ଜିଲ୍ଲାପାଳକୁ ଧନ୍ୟବ।ଦ ଦେଉଛନ୍ତି।