Education

ଜଙ୍ଗଲ ଜମି ପଟ୍ଟା, ର।ସନ କାର୍ଡ ବାଣ୍ଟି ଲେ ମନ୍ତ୍ରୀ

ଜଙ୍ଗଲ ଜମି ପଟ୍ଟା, ରାଶନ କାର୍ଡ ବାଣ୍ଟିଲେ ମନ୍ତ୍ରୀ

ମୋରଡ଼ା,୧୬/୮ ମୟୂରଭଞ୍ଜ ଜିଲ୍ଲା ଚିତ୍ରଡ଼ାସ୍ଥିତ ମୋରଡ଼ା ବ୍ଲକ ପରିସରରେ ସ୍ଥାନୀୟ ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶନିବାର ଅପରାହ୍ନ ୨ଟାରେ ୯୬ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ୧୯ ଜଣଙ୍କୁ ରାଶନ କାର୍ଡ ବଣ୍ଟନ କରିଛନ୍ତି। ମୋରଡା,ଦାନ୍ତିଆମୁହାଁ, ସାନମୁଣ୍ଢାବଣୀ, ମୋହନପୁର, ଗଡ଼ିଆ ଆରଆଇ ସର୍କଲର ମୋଟ ୯୬ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ସେହିପରି ଅନେକ ଦିନରୁ ରାଶନ କାର୍ଡରୁ ବଞ୍ଚୁତ ଥିବା ୧୯ ଜଣଙ୍କୁ ରାଶନ କାର୍ଡ ଦିଆଯାଇଥୁଳ ଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୋରଡ଼ା ବିଡିଓ ଅଣାକାର ନାୟକ, ପୂର୍ବତନ ଉପଜିଲ୍ଲାପାଳ ରଜନୀ ବିଶ୍ୱାଳ, ପୂର୍ବତନ ବିଧାୟ ଧାୟକ କାନ୍ଦ୍ରା ସୋରେନ, ସମିତି ସଭ୍ୟ ସୁକୁଲ ନାୟକ, ମଣ୍ଡଳ ସଭାପତି ପ୍ରକାଶ ମହାନ୍ତି ଓ

ବିଭାଗୀୟ ଅଧୁକାରୀ ଉପସ୍ଥିତ ଥିଲେ ।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button