Education
17 ଶହ ଲିଟର ମହୁଲ ଜବତ ଯୁବକ ଗିରଫ
୧୭ ଶହ ଲିଟର ମହୁଲ ଜବତ, ଯୁବକ ଗିରଫ
ଝରିଗାଁ,୧୬/୮:
ଅବକାରୀ ବିଭାଗ ଝରିଗାଁ ବ୍ଲକ ସଦରମହକୁମାରେ ଚଢ଼ାଉ କରି ୧୭ ଶହ ଲିଟର ମହୁଲ ଜବତ ସହ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନବରଙ୍ଗପୁର ଅବକାରୀ ବିଭାଗ ଅଧିକାରୀ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଉମରକୋଟ ଅବକାରୀ ଇନ୍ସିପେକ୍ଟର ରଞ୍ଜୁଲତା ବାରିକଙ୍କ ନେତୃତ୍ୱରେ ଅବକାରୀ ଟିମ ଝରିଗାଁ ସ୍ଥିତ ଏକ ଦୋକାନ ଗୃହରେ ପହଞ୍ଚୁ ଚଢ଼ାଉ କରିଥିଲେ। ସେଠାରୁ ମହୁଲ ଜବତ କରିବା ସହ ବ୍ୟବସାୟୀ ଇଛି। ଏହି ରବି ତେଜାଙ୍କୁ ଗିରଫ କରାଯାଇଛି ଚଢ଼ାଉରେ ଅବକାରୀ କନଷ୍ଟେବଳ ସୁବାଷ ଗୌଡ଼, ଛତର ଗଣ୍ଡ, ଜୋଛନା ହରିଜନ, ଶୁକୁ ଦଳାଇ ପ୍ରମୁଖ ସାମିଲ ଥିଲେ।