Education

ପାରଳାଖେମୁଣ୍ଡି ବିଧାୟକ ଚ।ରି କି.ମି ପ।ହ।ଡ ରାସ୍ତା ଅତିକ୍ରମ କରି ଗ୍ରାମବାସୀଙ୍କ ସମସ୍ୟା ଆଲୋଚନା କଲେ

ଦୁର୍ଗମ ୪ କି.ମି ପାହାଡ଼ ଘାଟିରାସ୍ତା ଅତିକ୍ରମ କରି ସିଣ୍ଡିବୁର ଗ୍ରାମବାସୀଙ୍କ ସମସ୍ୟା ନେଇ ଆଲୋଚନା କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି, ୧୬/୮: ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣି ଗ୍ରାହୀ ଗଜପତି ଜିଲ୍ଲା ଅନ୍ତର୍ଗତ ଭୂବନି ପଂଚାୟତ ସିଣ୍ଡିବୁର ଗ୍ରାମର ବିଭିନ୍ନ ସମସ୍ଯା ର ଓ ଲୋକଙ୍କ ସୁଖ ଦୁଃଖର ଦୁଃଖର ଗୁହାରି ଶୁଣିବା ପାଇଁ ଦୀର୍ଘ ୪କିମି ଦୁର୍ଗମ ପାହାଡ଼ ଘାଟି ଚଢି ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ଯା ନେଇ ଆଲୋଚନା କରି ଫେରିଥିବା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ପାଣିଗ୍ରାହୀ ଗତକାଲି ସ୍ଵାଧୀନତା ଦିବସ ଯୋଗୁଁ ସିଣ୍ଡି ବୁର ଗ୍ରାମବାସୀଙ୍କ ଙ୍କ ସହ ସେଠାରେ ସ୍ଵାଧୂନତା ଦିବସକୁ ପାଳନ କରିଥ ଥିଲେ । ସେହି ଗ୍ରାମର ପ୍ରମୁଖ ସମସ୍ୟା ଭିତରେ ଗମନାଗମନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଦୀର୍ଘ ସମସ ମସ୍ଯା ନେଇ ଲୋକେ ଦୁଃଖଦାୟକ ୟକ ଜୀବନ ବିତାଉଛନ୍ତି ବୋଲି ଗ୍ରାମବାସୀ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଙ୍କୁ ଜଣାଇଥିଲେ, ସେହି ଗ୍ରାମରେ ଗ୍ରାମବାସୀମ।ନେ। ଗତ ୨୦୧୯ ର ପ୍ରଳୟ

ବାତ୍ୟାରେ ୧୨ଟି ଘ ର ଭାଂଗିଯାଇଥିଲା । ଗ୍ରାମରେ କେବଳ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି। ଉଚ୍ଚଶିକ୍ଷା ପାଇଁ ଗ୍ରାମର ଛାତ୍ରଛାତ୍ରୀ ଦୀର୍ଘ ୪କିମି ଚାଲି ମୁଖ୍ୟ ରାସ୍ତାରେ ପହଂଚି ଥାନ୍ତି । ଏହିଭଳି ଏହି ସମସ୍ୟାବହୁଳ ଗ୍ରାମକୁ ବିଧାୟକ ପହଂଚି ଲା ପରେ ଗ୍ରାମବାସୀମାନେ ବିଧାୟକଙ୍କୁ ଅକୁଣ୍ଠ ସ୍ଵାଗତ କରି ପାଛୋଟି

ନେଇଥିଲେ । ବିଧାୟକଙ୍କ ସହ ଗୁମ୍ମା ବ୍ଲକର ଅଧ୍ଯକ୍ଷା ସୁନେମୀ ମଣ୍ଡଳ, ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ସ୍ଥାନୀୟ ସରପଂଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଗ୍ରାମବାସୀଙ୍କ ସହ ଆଲୋଚନା କରି ପାଇଁ ପ୍ରଶାସନର ଦୃଷ୍ଟିକୁ ନେଇ ସମସ୍ତ ସମସ୍ୟା ସମାଧାନ କରିବା ସମସ୍ୟା ଗୁଡିକ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button