Education
ପୋଖରୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବୁଗୁଡ଼ା,୧୬/୮ : ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମ ପଞ୍ଚାୟତ ନିକଟସ୍ଥ ଡାକରାବାଡି ଗ୍ର।ମରେ ଘଟିଛି ଏ ଏକ ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ଡ଼ାକରାବଡି ଗ୍ରା ମ ର ଶ ଙ୍କ ର ପ୍ରଧାନ ଯାହାଙ୍କ ବ ୟ ସ ପାଖାପାଖୂ ୪୦ ବର୍ଷ । ସୂଚନା ମୁତାବକ ମୃତ ଶଙ୍କର ପ୍ରଧାନ ନିଜ ଜମିରୁ ଫେରି ପୋଖରୀରେ ଗାଧୋଉଥିବା ବେଳେ ପୋଖରୀରେ ବୁ ଡି ଯ।ଇଥିଲେ ।
ବୁଗୁଡା ପୋଲିସ୍ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚ୍ ପୋଖରୀ ଭିତରୁ ମୃତ ଦେହ ଉଦ୍ଧାର କରି ବୁଗୁଡ। ମେଡ଼ିକାଲ ନେଇ ଥିଲେ । ସେଠାର ଡ଼ାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଛନ୍ତି ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ମିଳିଛି ।