Education

ଲମତାପୁଟ ବିଜେପି କାର୍ଯ୍ୟାଳୟ ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ

ଲମତାପୁଟ, ୧୫/୦୮: ଲମତାପୁଟ ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଈ ଯାଇଛି! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଜେପି ମଣ୍ଡଳ ଅଧିକାରୀ ଶ୍ରୀମତୀ ରଂଜିତା ଖରା! ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ସନୁ ଆଡାରୀ! ଲମତାପୁଟ ବୁଥ ସଭାପତି ଶ୍ରୀ ରାମ ସିସା ¡ ଭଗବାନ ଖିଲ!ଶ୍ରୀ ପୂର୍ଣ୍ଣ ଖିଲ! ଅର୍ଜୁନ କିର୍ଶନୀ!ଅଜୁ ହ୍ୱନ୍ତାଳ ଶିବ ଖେମୁଣ୍ଡୁ! ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦାନ ଦେଇ ସ୍ୱାଧୀନତା ଦିବସ ପାଳନ ସମ୍ପର୍କ ରେ ନିଜନିଜର ବ୍ୟକବ୍ୟ ପ୍ରଦାନ କରିଥିଲେ!ଦେଶ ସଂଗ୍ରାମୀ ମାନଙ୍କ ଦେଶ ପ୍ରୀତି ଓ ସେମାନଙ୍କ ଦେଶ ପ୍ରତି ଅବଦାନ କୁ ମନେ ପକାଇଥିଲେ!ଜାତୀୟ ପତାକା ଉତୋଳନ ପରେ ଭାରତ ମାତାକି ଜୟ ର ସ୍ଲୋଗାନରେ ଅଂଚଳ କମ୍ପି ଉଠିଥିଲା ଶେଷ ରେ ଘନଶ୍ୟାମ ମାଛ ଧନ୍ୟବାଦ ଅର୍ପଣ କରିଥିଲେ!

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button