Education
ନବରଙ୍ଗପୁର ରେ 79ତମ ସ୍ୱୀଧୀନତା ଦିବସ ମହ।ଆଡମ୍ବରେ ପ।ଳନ କର।ଗଲ।
ନବରଙ୍ଗପୁର,ତ।:15/8 ଜିଲ୍ଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ମହୋତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ଜଂଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର, ନବରଙ୍ଗପୁର ଷ୍ଟାଡିୟମ୍ରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ ।
ସ୍ବାଧୀନତାଦିବସ ର ହାର୍ଦ୍ଦିକ ଅଭିନନ୍ଦନ ନବରଙ୍ଗପୁର ସହର ବ।ସୀ ଜଣାଇଛନ୍ତି ।