Education

ପୋଲସର। ଏନ ଏସି ତ୍ରିରଙ୍ଗା ଶୋଭାଯାତ୍ରା ଯୋଗ ଦେଲେ ମନ୍ତ୍ରୀ

ପୋଲସରା ଏନଏସି ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ମନ୍ତ୍ରୀ

 

ପୋଲସର।, 15/8: ପୋଲସରା ଏନଏସିରେ ଆଜି ତ୍ରି ରଙ୍ଗା ଶୋଭାଯାତ୍ରା ଅନୁ ଷ୍ଠି ତ ହୋଇଯାଇଛି ୫୦୦ ମିଟର ବିଶାଳ ତ୍ରିରଙ୍ଗା ପତାକା କୁ ଛାତ୍ର ଛାତ୍ରୀ ଏବଂ ମହିଳା ମାନେ ଧରି ଦେଇ ସହର ପରି କ୍ର ମା କରି ଥି ଲେ ଏନଏସି ର ବ୍ଳକ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କ ରାଣୀପଡା ଲଙ୍ଗଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏହି ପରିକ୍ରମା ଶୋଭାଯାତ୍ରା ଅନୁଷ୍ଠିତ କରିଥିଲା ।

 

କେନ୍ଦ୍ର ସରକାର ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା ଅଭିଯାନରେ ତ୍ରିରଙ୍ଗାମୟ ସାରା

 

ଦେଶ ହୋଇଥିବା ବେଳେ ଏଥିରେ ପୋଲସରା ବିଧାୟକ ତଥା ମତ୍ସ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମିଲ

 

ହୋଇଥିଲେ ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ୫୦୦ ମିଟର ଲମ୍ପା ତ୍ରିରଙ୍ଗା ପତକା ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଘୁମୁସର /ଭଞ୍ଜନଗର

 

ସଂଯୋଜକ ସାଙ୍ଗଠନିକ ଜିଲ୍ଲା ସଭାପତି ନୀଳ ମାଧବ ପାତ୍ର, ଜିଲୁ । ଉପସଭାପତି ପ୍ରଭାକର ପଣ୍ଡା, ଚିରିକି ପଡା ଶାସନ ସରପଞ୍ଚ ଭଗବାନ ସାହୁ, ସାଂସଦ ପ୍ରତିନିଧୁ ତଥା ହରଘର ତ୍ରିରଙ୍ଗା ଜିଲ୍ଲା ସି ମାଞ୍ଚଳ ସାହୁ, ଯୁବନେତା ଜଗନ୍ନାଥ ବାଢେଇ, ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ, କୃଷ୍ଣଚନ୍ଦ୍ର ଜେନା ଓ ର ଘୁନାଥ ପଣ୍ଡା, ଏନ ଏ ସି କାର୍ଯ୍ୟନିର୍ବାହି ଅଧୁକାରୀ କୌଳାଶ ଚନ୍ଦ୍ର ଜେନା, ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା ବିନଦା କୁମାରୀ ଦାସ ଓ ଜୋଛନା ପଟ୍ଟନାୟକ, ଅଧ୍ୟାପକ ସେଖ୍ ଫରିଦ ଓ ମହାବିଦ୍ୟାଳୟର

 

ଛାତ୍ରଛାତ୍ରୀ ସମେତ ଏନଏସି କାଉନସିଲର ଓ କାର୍ଯ୍ୟାଳଙ୍କ କର୍ମଚାରୀ ବୃନ୍ଦ, ସ୍ୱଚ୍ଛ ସା ଅଙ୍ଗନବାଡ଼ି, ସି ଆର ପି ଏମମ୍ପି କେ, ସ୍ଵୟଂ ସହାୟ ଗୋଷ୍ଠୀର ମହିଳା ମାନେ ସାଳି ହୋଇଥିବା ବେଳେ ଆୟୋ ତ୍ରି ରଙ୍ଗା ଶୋଭାଯାତ୍ରା IE ଯୋଗଦେଇ ନିଜକୁ ଗର୍ବିତ ମ କରିବା ସହିତ ଶାଢି, ସମୃଦ୍ଧି ସାହସର ପ୍ରତୀକ ତ୍ରିରଙ୍ଗା I ଆ ହର ଘର ତ୍ରିରଙ୍ଗା ଅଭିଯାଳ ସଫଳ  ଭାରତମାତାର ଯଶ, କୀର୍ତି ଅମ୍ଳ ରଖୁବାକୁ ଶପଥ ନେବା ପା ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକ କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button