Education

ଭତ୍ତା ପାଇଁ ମନ୍ତ୍ରୀ ଙ୍କୁ ଦ।ବି ପାତ୍ର ପ୍ରଦ।ନ

ଭତ୍ତା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

 

ନବରଙ୍ଗପୁର, 15/8: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ମୈଦଲପୁର, ହାତୀବେଡ଼ା ପଞ୍ଚାୟତର ଶତାଧିକ ଯୋଗ୍ୟ ବୃଦ୍ଧବୃଦ୍ଧା ଓ ବିଧବାମାନେ ଭତ୍ତା ପାଇ ନାହାନ୍ତି। ଏନେଇ ନବରଙ୍ଗପୁର ଗସ୍ତରେ ଆସିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଅଭିଯୋଗ କରିଥିଲେ | ଏହି ଅଭିଯୋଗକାରୀମାନେ ଭତ୍ତା ପାଇଁ ବାରମ୍ବାର ଆବେଦନପତ୍ର ଦେଇଆସୁଥିଲେ ହେଁ ବ୍ଲକ କାର୍ଯ୍ୟାଳୟରେ ଆବେଦନପତ୍ର ହଜିଯାଉଥିବା କହିଛନ୍ତି। ଆଜି କାଲି ମିଳିବ ବୋଲି କେବଳ ପ୍ରତିଶ୍ରୁତି ମିଳୁଥିବା ଅଭିଯୋଗ କରିଛନ୍ତି। ବାଦ୍ଧକ୍ୟର ଶୈଷ ସମୟରେ ବି ଏମାନେ ଭତ୍ତା ପାଇଁ ଅନେଇ ରହିଛନ୍ତି। ଏନେଇ ବାରମ୍ବାର ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି। ଭତ୍ତା ପାଇଁ ଦନ କରି ବାରମ୍ବାର କାର୍ଯ୍ୟାଳୟ ଗୁଡ଼ିକ ବୁଲି ଆବେଦନ

 

ନୂଆକୋଟ ପଞ୍ଚାୟତରେ ପିଇଓ ମୃତକଙ୍କ ଭତ୍ତା ଟଙ୍କା ହଡ଼ପ କରୁଥିବା ଅଭିଯୋଗ କରିଥିଲେ । ଏପରିକି ୪୪ ଜଣ ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ହଡ଼ପ ହୋଇଥିବା ପ୍ରମାଣିତ ହୋଇଥିଲା। ଭତ୍ତା ପାଉଥିବା ହିତାଧିକାରୀଙ୍କ ମଧ୍ୟରୁ କେହି ମୃତ୍ୟୁବରଣ କରିଲେ ବାଦ୍ ପଡ଼ିଥିବା ଯୋଗ୍ୟ ଶହେ ଜଣ ମଧ୍ୟରୁ ଜଣ ଜଣ କରି ତାଲିକାରେ ଯୋଡ଼ିହେବା ନିୟମ ରହିଛି। ତେବେ ଖାଲି ପଡ଼ିଥିବା ୪୪ ଜଣଙ୍କ ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ସାମିଲ କରାଗଲା ନାହିଁ ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ସରକାରୀ ଆର୍ଥିକ ସହାୟତା ଭତ୍ତା ପାଇଁ ଜୀବନର ଶେଷ ପର୍ଯ୍ୟାୟରେ କିଛି ବୃଦ୍ଧବୃଦ୍ଧା ଚାହିଁ ରହିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଭତ୍ତା ଯୋଗାଇଦେବାକୁ ଏମାନେ ଦାବି କରିଥିଲେ । ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିଯୋଗ ଗ୍ରହଣ କରିବା ପରେ ତୁରନ୍ତ ପଦକ୍ଷେପ ନେବାକୁ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button