Education

ଟ୍ରେନ ଚକ। ତଳେ ପଡି ଚ।ଲିଗଲ। ନ।ବ।ଳକର ଜୀବନ

ଟ୍ରେନ ଚକା ତଳେ ଚାଲିଗଲା ନାବାଳକର ଜୀବନ

 

ଓଡିଶା ଷ୍ଟେଟ ନିୟୁଜ୍

 

 

 

ଜଗା ଦର୍ଶନ ହେଲା ଶେଷ ଦର୍ଶନ

 

 

 

 

ଢେଙ୍କାନାଳ, 14/8:ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଟ୍ରେନ ଚକା ତଳେ ଚାଲିଗଲା ୧୭ ବର୍ଷୀୟ ନାବାଳକଙ୍କ ଜୀବନ। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପାଣିଟାଙ୍କି ସାହିର ଜିତ କୁମାର ସେଣ୍ଡ୍। ଜିତ ଅନ୍ୟ ୫ ଜଣ ସାଙ୍ଗଙ୍କ ସହିତ ଜଗା ଦର୍ଶନ ପାଇଁ ପୁରୀ ଯାଇଥିଲେ। ପୁରୀରୁ ଧଉଳି ଏକ୍ସପ୍ରେସରେ ଘରକୁ ଫେରୁଥିବା ବେଳେ ଅସାବଧାନତା କାରଣରୁ ଟ୍ରେନରୁ ଖସି ପଡ଼ିଥିଲେ। ତେବେ ଟ୍ରେନ ଚକା ତଳେ ତାଙ୍କର ଜୀବନ ଚାଲି ଯାଇଥିଲା। ଖୋର୍ଦ୍ଧା ଷ୍ଟେସନ ଠାରୁ ପ୍ରାୟ ୧କିଲୋମିଟର ଦୂରରେ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥ‌ିବ। ଦେଖିବ।କୂ ମିଳିଥିଲ।।

 

 

 

ଜଗା ଦର୍ଶନ ହେଲା ଜୀବନର ଶେଷ ଦର୍ଶନ, ଟ୍ରେନ ଚକା   ତଳେ ପଡିଯାଇ ଜୀବନ  ଚ।ଲି ଯିବ। ଦେଖ‌ିବାକୁ ମିଳିଛି! ଏଥି ପ।ଇ କାମାକ୍ଷାନଗର   ଗାଁ  ରେ ଶୋକ ର ଛ।ଯ। ଖେଳି ଯ।ଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button