ଯୋଜନା ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୁରି ଅଭିଯାନ
ଯୋଜନା ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୂରି ଅଭିଯାନ
ନବରଂଗପୁର, 14/8 ପାପଡାହାଣ୍ଡି ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ମୋକିଆ ପକ୍ଷରୁ ବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରା ପଞ୍ଚାୟତ ଠାରେ ଜନ ସୁରକ୍ଷା ଯୋଜନା ଅଧୀନରେ ଗ୍ରାମ ପ ପଞ୍ଚାୟତ ସ୍ତରୀୟ ପରି ପୂର୍ତି ଅଭି ଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର. ବି.ଆଇ ନିର୍ଦ୍ଦେଶ । ମୁତାବକ ବ୍ୟାଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ । ପ୍ରତେକ ଜିଲ୍ଲାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ର ମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ କିପରି ଖାତା ଖୋଲିବା, ନିଷ୍କ୍ରିୟ ହୋଇଥିବା ବା ଖାତାର ପୁନଃ ପ୍ରମାଣି କରଣ, ଆର୍ଥକ ର୍ପୂକ ଯୋଜନା କିପରି ପ୍ରସ୍ତୁତି କରିବା ସହ ସଂଚୟ ଓ ନିବେଶ କି କିପରି କରିବେ । କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ବୀମା
ଯୋଜନା ଯାହାକି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବାର୍ଷିକ ୪୩୬ ଟଙ୍କାରେ ୨ ଲକ୍ଷ୍ୟ ଟଙ୍କା ଆର୍ଥିକ ରାଶି ବୟସ ସୀମା ୧୮ ରୁ ୫୦ ବର୍ଷ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ଜନିତ ବୀମା ରାଶି ବାର୍ଷିକ ୨୦ ଟଙ୍କାରେ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥକ ସହାୟତା ରାଶି ବୟସ ସୀମା ୧୮ ରୁ ୭୦ ବର୍ଷ, ଅଟଳ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ରେ କି ପରି ସମସ୍ତେ ଅନ୍ତର୍ଭୁକ୍ତ ହୋଇ ପାରିବା । ସାଇବର ସିକ୍ୟୁରିଟି, ଡିଜିଟାଲ ବ୍ୟାଙ୍କିଙ୍ଗ, ବିଭିନ୍ନ ପ୍ରକାର ଠୋକେଇ, ଋଣ ସମ୍ବନ୍ଧରେ,
ସ୍ଥାନୀୟ ସରପଞ୍ଚ, ଏବଂ ବ୍ୟାଙ୍କ ରେ ଅଭିଯୋଗ ସମାଧା ମାଧାନର ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁଖ୍ୟ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଗୋପାଳ କୃଷ୍ଣ ପଣ୍ଡା, ମୋକିଆ ଏସ. ବି. ଆଇ ବ୍ୟାଙ୍କ ମ୍ୟାନେଜର ବିଶ୍ଵ ବାରିକ, ପିଇଓ, ଧାନ ଧା এব ସି ଏଫଏଲ ଫାଉ ପାପ ପଡାହାଣ୍ଡି ପ୍ରଭାତ ଭାତ ଭତ୍ରା, ଉଣ୍ଡେସନ କୋଡି ନେଟର, ଆସୋସିଏଟ ଅନିଲ ଏମ. ବି. କେ, ସି. ଆର. ପି, ସ୍ଥାନୀୟ ବୁଦ୍ଧି ଜୀବୀ, ସମେତ ବହୁ ଜ ସାଧାରଣ ଉପସ୍ଥିତ ରହିଥିଲେ।