Education

ସପ୍ତମ ଥର ପ।ଇ ଜଗନ୍ନାଥ ମହାପାତ୍ର ସଭାପତି ହେଲେ

ସପ୍ତମ ଥର ପାଇଁ ଲାୟନସ୍କୁବ୍ ସଭାପତି ହେଲେ ଜଗନ୍ନାଥ ମହାପାତ୍ର

 

ନବରଙ୍ଗପୁର, 14/8– ଜିଲ୍ଲା ଲାୟନ୍ସ କ୍ଲବ ଅନ୍ତ ଅନ୍ତର୍ଗତ ନବରଙ୍ଗପୁର ଲାୟନ୍ସ କ୍ଲବର ଚଳିତ ୨୦୨୫-୨୬ ଲାୟନଷ୍ଟିକ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଅଛି । ଏଥିରେ ନବରଙ୍ଗପୁର ଲାୟନସ ୟନସ କ୍ଲବର ସଭାପତି ତଥା ବରିଷ୍ଠ ସମାଜସେବୀ ଲାୟନ ଶ୍ରୀ ଜଗନ୍ନାଥ ମହ ମହାପାତ୍ର ସପ୍ତମ ଥର ପାଇଁ ସଭାପତି ଭାବେ ମନୋନିତ ହୋଇଥିବା ବେଳେ ସଂପାଦକ ଭାବେ ଲାୟନ ଭୁବନେଶ୍ଵର ସୁର, କୋଷାଧ୍ୟକ୍ଷ ଭାବେ ଲାୟନ୍ ବିଜୟ କୁମାର ଜୈନ, ଉପ ସଭାପତି (ଝ)ଭାବେ ଲାୟ ଶେଖର, ଉପ ସଭାପତି ଭାବେ ଲାୟନ ନନ୍ଦୀକେଶ୍ଵର୍ ରାଓ ସର୍ବସମ୍ମତି କ୍ରମେ ମନୋନିତ ହୋଇଅଛନ୍ତି । ଉକ୍ତ କାର୍ଯ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲଝୟନ ସରସ୍ୱତୀ ପାତ୍ର ଯୋଗ ଦେଇ ଲାୟାନ ଦେଇ ନୂତନ କରାଇଥିବା ଭାବେ ମନୋନିତ ପଦାଧିକାରୀ ମାନଙ୍କୁ ଶପଥ ପାଠ କର ବେଳେ ବରିଷ୍ଠ ଲୟନ କେ.ଧନଞ୍ଜୟ ପଟ୍ଟନାୟକ ନୂତନ ସଭ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ । ନୂତନ ଭାବେ ମ ମନୋନିତ ପଦାଧୁକଝରୀ ମାନେ ଚଳିତ ଲାୟନଷ୍ଟିକ୍ ବର୍ଷ ପାଇଁ ଅନେକ ଗଠନ ମୁଳକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର କରିଥିଲେ । ସଭାପତି ଲାୟନ୍ ଜଗନ୍ନାଥ ମହାପାତ୍ର ସପ୍ତମ ଥର ପାଇଁ ଲଝୟନସ କ୍ଲବ୍ ଭଳି ଏକ ଆନ୍ତର୍ଜାତୀୟ ଅନୁଷ୍ଠାନରେ ଗଠନ ମୂଳକ କାର୍ଯ୍ୟ କରିବାର ସଯୋଗ ପାଇଥବାର ନିଜକୁ ଧନ୍ୟ ମନେ କରିବା ସହ

 

କ୍ଲବର ସମସ୍ତ ସଭ୍ୟଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଇଥିଲେ । କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ଲାୟନ ଇଞ୍ଜିନୟର ଦିଲୀପ ଦାସ, ବରିଷ୍ଟ ପ୍ରତିଷ୍ଠାତା ସଭ୍ୟ ଲାୟନ୍ . ଧନଞ୍ଜୟ ପଟନାୟକ, ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଲୟାନ୍ ମୂର୍ତ୍ତି, ଏବଂ ଲାୟନ୍ ଶ୍ରୀକାନ୍ତ ମହାନ୍ତି, ଲାୟନ୍ ରବି ରେଡ୍ଡୀ, ଲାୟନ ପପୁ ଜୈନ, ଲାୟନ ଦିନ ଦୟାଲ ଜୈନ, ଲାୟନ ଶ୍ରୀନିବାସ ରାଓ, ଲାୟନ ପି. ଶ୍ରୀଧର, ଲଝୟନ ଦିନେଶ ଜୈନ, ଲାୟନ୍ ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ଲାୟନ ଅର୍ଧବକ୍ତା ବୀରେନ୍ଦ୍ର ନାୟକ, ଲାୟନ ଡି.ମୁରଲୀ ପ୍ରସାଦ ଦାସ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button