Education

ମୋଟର ପମ୍ପ ଚୋରି,ଛଅ ଜଣ ଗିରଫ

ମୋଟର ପମ୍ପ ଚୋରି, ୬ ଗିରଫ

 

ତେନ୍ତୁଳିଖୁଣ୍ଟି,14/8: ମୋଟର ପମ୍ପ ଚୋରି ଅଭିଯୋଗରେ ତେନ୍ତୁଳିଖୁଣ୍ଟି ଥାନା ପୁଲିସ ଆଜି ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଏକମ୍ବା ଗାଁର ବସନ୍ତ ହରି ଜନ(୨୯), ଆକାଶ ହରିଜନ(୨୨), ବିନୟକୁମାର ସୁ ନା(୨୯), ବାଞ୍ଛାନି ଧି, ଅଣ୍ଟାସର ଗାଁର ମହେଶ୍ଵର ହରିଜନ(୨୬), ଆଉଁଳିଗୁ ସ୍କାର ନିକୁଞ୍ଜବିହାରୀ ଟାକ୍ରି(୨୫) ଓ ଶ୍ରୀକାନ୍ତ କର୍କରା(୨୨)। ଅଭିଯୁକ୍ତମାନଙ୍କ ପାଖରୁ ୭ଟି ମୋଟରପମ୍ପ ଜବତ କରାଯାଇଥିବା ଆଇଆଇସି ପ୍ରଣବ ଟୁଡୁ ସୂଚନା ଦେଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ତେନ୍ତୁଳିଖୁଣ୍ଟି ଓ ଖାତିଗୁଡ଼ା ଅଞ୍ଚଳରେ ମୋଟର ପମ୍ପ ଚୋରି ନେଇ ବାରମ୍ବାର ଅଭିଯୋଗ ହୋଇଆସୁ ଥିଲା। ବିଗତ ଦିନରେ ନିର୍ମାଣ ସାଇଟ୍‌ରୁ ମଧ୍ୟ ପମ୍ପ ଚୋରି ହୋଇଥିଲା। ଗତ ୧୦ତାରିଖରେ ପୁଣି ଏକ ଚୋରି ହୋଇଥିବା ଅଭିଯୋଗ ଆସିବା ପରେ ଥାନାରେ ୧୭୭/୨୫ରେ ମାମଲା ରୁଜୁ ହୋଇଥିଲା।

 

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button