ମହିଳ। ଙ୍କ ସହ ପ। ଞ୍ଚ ମ।ସ ଶିଶୁ ନିଖୋଜ
ମହିଳାଙ୍କ ସହ ୫ ମାସର ଶିଶୁ ନିଖୋଜ
ପାପଡ଼ାହାଣ୍ଡି,ତ।: 13/8
ନ ବ ର ଙ୍ଗ ପୁ ର ଜ ପାପଡ଼ା ହାଣ୍ଡି ଶିରିଶି ପ ଞ୍ଚ । ୟ ତ ପ । ଳ ପ ର ଆ ଗୁ ଡ ।
ନିଖୋଜ ଡମୁଣୀ ଗୌଡ଼।
ଗ୍ରାମର ଡମୁଣି ଗୌଡ଼ ଟଙ୍କା ଉଠାଇବାକୁ ସୋମବାର ନିଜର ୫ ମାସର ଛୁଆକୁ ସାଙ୍ଗରେ ଧରି ଯାଇଥୁଲେ ମହିଳା। କିନ୍ତୁ ସେଠାରୁ ଆଉ ଫେରି ନାହାନ୍ତି। ପରିବାର ଲୋକେ ଏ ନେଇ ମଙ୍ଗଳବାର ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ପ । ଳ ପ୍ ର ନୁଆଁଗୁଡା ଗ୍ରାମର ଡମୁଣୀ ସେହି ଗ୍ରାମର ଇନ୍ଦ୍ରଙ୍କୁ ବିବାହ କରିଥିଲେ। ଇନ୍ଦ୍ର ୧୫ ଦିନ ତଳେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ଏହା ମଧ୍ୟରେ ୯ ତାରିଖରେ ଡମୁଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିଥୁଲା। ରବିବାର ଛୁଟି ଥୂବାରୁ ସୋମବାର ୧୧ଟାରେ ଉକ୍ତ ଟଙ୍କା ଉଠାଇବାକୁ ସେ ନିଜର ୫ ମାସର ଶିଶୁ
ପୁତ୍ରକୁ ନେଇ ପାପଡ଼ାହାଣ୍ଡିକୁ ଯାଇଥିଲେ । ଦିନ ତମାମ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରି ନିରାଶ
ବାପା ଗୁରୁବାରୁ ଗୌଡ଼ ପାପଡାହାଣ୍ଡି ଥାନାରେ ଝିଅ ନିଖୋଜ ଥିବା ନେଇ ପୋଲିସ ରେ ଅଭିଯୋଗ କରିଛନ୍ତି।