Education

ହର୍ଷିତା ପ୍ରିୟଦର୍ଶିନୀ ଆନ୍ତର୍ଜାତୀୟ ଯୁବ ପରିବେଶବିତ ସନମ।ନିତ

ହର୍ଷିତା ପ୍ରିୟଦର୍ଶିନୀଙ୍କୁ ଅନ୍ତର୍ଜାତୀୟ ଯୁବ ପରିବେଶବିତ୍ ସମ୍ମାନ

 

ବୈପାରିଗୁଡା,13/8 : ବୈପାରିଗୁଡାର ଝିଅ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ଆନ୍ତର୍ଜାତୀୟ ଯୁବ ପରିବେଶ ବିତ ସମ୍ମାନରେ ସମ୍ମାନିତ ହୋଇ ଇ ଦେଶ, ରାଜ୍ୟ ଓ କୋରାପୁଟ ପୁଟ ଜିଲ୍ଲାର ନାମ ପରିଚିତ – ବିଶ୍ଵ ରେ କରି ପାରି ଛ ରିଛନ୍ତି। ପ୍ରତି ବର୍ଷ ‘ଆକ୍ସନ ଫର ନେଚେର ୪୩ଟି ଅନୁଷ୍ଠାନ  ସାନଫ୍ରାନ୍ତିକ, ଆମେରିକା ତରଫରୁ ବିଶ୍ଵର ୮ ରୁ ୧୬ ବର୍ଷ ମଧ୍ୟରେ ଯୁବ ପରିବେଶବିତ୍‌ଙ୍କୁ ନେଇ ପ୍ରତିଯୋଗିତା ହୁଏ। ଏଥିରେ ବିଶ୍ଵର ସମସ୍ତ ଦେଶର ଶର ପରିବେଶ ନିମନ୍ତେ କାର୍ଯ୍ୟ କରୁଥିବା ଶିଶୁ ମାନେ ନିଜର ପରିବେଶ ନିମନ୍ତେ ନ୍ତେ କରୁଥିବା କାର୍ଯ୍ୟକ୍ରମକୁ ଉପ ସ୍ଥାପନା କରିଥାନ୍ତି। ଚଳିତ ବର୍ଷ ବିଶ୍ଵର ୩ଟି ଦେଶ, ଆମେରିକାର ୨୨ ଟି ରାଜ୍ୟ ର ୪୫୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥୁରୁ ୧୪ ବର୍ଷ କମ ବର୍ଗରେ ପ୍ରକାଶ ବିଦ୍ୟାଳୟ ଜୟପୁରରେ ପଡୁଥିବା, ନବମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି, ନିଜର ଜୈବ ବିବିଧତାରେ ପାରମ୍ପାରିକ ଦେଶୀ ବିହନ ସଂରକ୍ଷଣ, ବ୍ୟାପକ ଚାଷ ଓ ବିସ୍ତୃତ ଖାଦ୍ୟର ସଚେତନତା ନିମନ୍ତେ ଦ୍ଵିତୀୟ ହୋଇ ପୁରସ୍କାର ସରୁପ ୪୦୦ ଆମେରିକା ଡଲାର, ମାନପତ୍ର, ବିଶ୍ଵରେ ନିଜର କାର୍ଯ୍ୟର ପ୍ରସାର ନିମନ୍ତେ ଅନୁଷ୍ଠାନ ତରଫରୁ ସହଯଗ ପାଇବେ। ସୂଚନା ଥାଉକି ଯେ ହର୍ଷିତା ପ୍ରିୟଦର୍ଶିନୀ ଦେଶୀ ଧାନ, ମାଣ୍ଡିଆ, ଓ ଶ୍ଲିଆର ସଂରକ୍ଷଣ, ବ୍ୟାପକ ଚାଷ, ଓ ବିସ୍ତୃତ ଖାଦ୍ୟ ର ପ୍ରସାର ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି । ଏଥ୍ନିମନ୍ତେ ସେ ଦେଶ, ରାଜ୍ୟ, ଜିଲ୍ଲା ସ୍ତରରେ ଅନେକ ଥର ସମ୍ମାନୀତ ହେଇଛନ୍ତି। ୱେଲ ଅଫ ଓଡ଼ିଶା, Kalipattnak Pattnaik ଷ୍ଟାର -୨୦୨୪, ପ୍ରକୃତି ବନ୍ଧୁ, ଫୁଡ୍ ହୀରୋ, ONOURS ACOT Sରକର୍ଡ, ପ୍ରଫେସର୍ ରାଧାମୋହନ ବିହନ ବ୍ୟାଙ୍କ ସମ୍ମାନ ସହ ଜାତୀୟ, ରାଜ୍ୟ ସରକାର, ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ଅନୁଷ୍ଠାନଙ୍କ ଠାରୁ ସମ୍ମାନିତ,

 

ପୁରସ୍କୃତ ହେଇଛନ୍ତି। ଚଳିତ ବର୍ଷ ଭାରତ ର ଜଣେ ମାତ୍ର ପୁରସ୍କାରର  ମୋନ ନିତ ହେଇ ଦେଶ, ରାଜ୍ୟ, ଜିଲ୍ଲାର ନାମ ରଖୁଛନ୍ତି । ଏଥି ନିମନ୍ତେ ବୁଦ୍ଧିଜୀବୀ,  ଜଣେଇଛନ୍ତ ।

 

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button