ରାଇଘର କଟକ ଭୂବନେଶ୍ବର ଗଡିଲ। ଏମ,ଏମ,ଏସ, ନ।ମକ ଘରୋଇ ବସ
ରାଇଘରରୁ କଟକ ଭୁବନେଶ୍ୱରକୁ ଗଡ଼ିଲା ଏମ. ଏମ. ଏସ ନାମକ ଘରୋଇ ବସ
ରାଇଘର, 13/8: ନବରଙ୍ଗପୁର ଜିଲ୍ଲା ଦୁର୍ଗମ ରାଇଘର ବ୍ଲକ ଏହି ଉପାନ୍ତ ରାଇଘର ବ୍ଲକରୁ କିଛିଦିନ ହେଲା କଟକ, ଭୁବନେ ଶ୍ୱରକୁ ଗଡିଲା ଏମ. ଏମ. ଏସ ନାମକ ଘ ଘରୋଇ ବସ ଲୋକଙ୍କର ରାଇଘର ରୁ ଯେଉଁ ଯେଉଁ ସ୍ଥାନ କୁ ଯିବାର ଅସୁବିଧା ହେଉଥିଲା। ତାହା ତା ଆଜି ପୂରଣ ହେଲା କାରଣ ଏହି ବସ ପାପଡାହାଣ୍ଡି, ବଲାଙ୍ଗୀର, ରେଢ଼ାଖୋଲ, เดิน, ଅନୁଗୁଳ, ଢେଙ୍କାନା ନାଳ ଦେଇ ଭୁବନେଶ୍ଵର ଏବଂ ବଂ କଟକକୁ ଚଲାଚଳ କରୁଛି। ଏହି ବସ ସମ୍ପୂର୍ଣ ତାପ ନିୟନ୍ତ୍ରଣ ସହ ଲଜ୍ଜରି ବସ। ଏହି ବସ ପ୍ରତିଦିନ ରାଇଘର ରୁ ସନ୍ଧ୍ୟା ୫ ଟାରୁ ବାହାରି ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି, ଭବାନୀପାଟଣା, ବଲାଙ୍ଗିର, ବୌଦ୍ଧ ରେଢ଼ାଖୋଲ, ଅନୁଗୁଳ, ଢେଙ୍କାନାଳ ଦେଇ ଭୁବନେଶ୍ବ ଶ୍ୱର ରୁ କଟକ ଯାଉଛି। ଏହି ବସ, ପ୍ରାୟ ୧୨ ଘଣ୍ଟା ସମୟ ଧରି ଧରି ଏହି ବସ ଯାତ୍ରୀଙ୍କ ଯାତ୍ରା ଯୋଗେଇ Mamoni Chakrabor ମନୋଜ କୁମାର ସତପଥ୍ କରିଛନ୍ତି । ବସ ଭିତରେ ସୁନ୍ଦର ରାତ୍ରୀ ଲାଇଟ ସହ ବସିବା ସିଟ ବହୁତ ଆକାମଦାୟକ ରହିଛି। ସେହିପରି ସ୍କ୍ରିପର ବ୍ୟାବସ୍ଥା ମଧ୍ୟ ରହିଛି। କଟକ ଏହି ବସ ସନ୍ଧ୍ୟା ୬ ଟାରେ ବାହାରି ରାଇଘର ସକାଳ ୬:୩୦ରେ ପହଞ୍ଚୁଛି ।
ଯାତ୍ରୀଙ୍କ ପାଇଁ ଟିକଟ ମୂଲ୍ୟ ୯୫୦ ଟଙ୍କା ରହିଛି।