3 ଲକ୍ଷ 28 ହଜ।ର ଶିଶୁ ଖାଇ ଲେ କୃମି ବଟିକ।
୩ଲକ୍ଷ ୨୮ହଜାର ଶିଶୁ ଖାଇଲେ କୃମି ବଟିକା
ନବରଙ୍ଗପୁର,12/8
ନବରଙ୍ଗପୁର ସହରର ଆର୍ସିଡି ଉଚ୍ଚ ଉଚ୍ଚବିଦ୍ୟାଳୟରେ ମଙ୍ଗଳବାର ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥୂଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର । ମାଝୀ ଯୋଗଦେଇ ପିଲାଙ୍କୁ କୃମି ବସି ବଟିକା ଖୁଆଇଛନ୍ତି। ଛନ୍ତି। ସେଭଳି କୃମି ଯୋଗୁ ରକ୍ତହୀନତ ନତା, ଖାଦ୍ୟ 1 ସାର ଅଭା ଅଭାବ, କ୍ଷୁଧାହୀନତା, ପେଟବିନ୍ଧା, ଝାଡ ଓ ବାନ୍ତି ସମେତ ଓଜନ ହ୍ରାସ ଭଳି ଭଳି ବିଭିନ୍ନ ପ୍ରଭାବ ଶରୀର ଉପରେ ପଡିଥାଏ। ଏ। ତେଣୁ କୃମି ନାଶନ ପାଇଁ ବଟିକା ଓ ସିରପ ନିୟମିତ ସେବନ କରିବା ଜରୁରୀ। ଏହାଦ୍ବାରା
ସେ କହିଛନ୍ତି ଶରୀର ସୁସ୍ଥ ଓ ନିରୋଗ ରହିବ ବୋଲି । ୨୮ହଜାର୯୬୦ଜଣ ଙ୍ଗନବାଡି କେନ୍ଦ୍ର ଓ ଜିଲାର ୨ହଜାର୩୦୬ଟି ଅଙ୍ଗନବ ୧୯୬୫ ବିଦ୍ୟାଳୟରେ ୬ବର୍ଷରୁ ୧୯ ବର୍ଷର ୩ଲକ୍ଷ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଦିନରେ କୃମି ବଟିକା ପ୍ରଦାନ କରାଯ କରାଯାଇଥିବା କହିଛନ୍ତି। ଯେଉଁମାନେ ଏଥିରୁ ବାଦ ବାଦ ପଡ଼ିବେ ପଡ଼ି ସେମାନଙ୍କୁ ପୁଣି ଆସନ୍ତା ୧୯ ତାରିଖରେ ଔଷଧ ଦିଆଯିବ। ଦିଆଯିବାର ଏଥିପାଇଁ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀ ନିୟୋଜିତ କରାଯିବ। ତଦାରଖ ପାଇଁ ଜିଲାସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଥିବା ସେ କହିଛନ୍ତି। କାର୍ଯ୍ୟକ୍ରମରେ ଏଡିଏମଓ ମଳୟ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।
ଭୂମି ସଂକ୍ରମିତ ହୋଇନଥିବା ପିଲାମାନେ ଅଞ୍ଚଳ କାହାକାର ସୁ
ବିଧାୟକ ଛାତ୍ରୀଙ୍କୁ ବଟିକା ଖୁଆଉଛନ୍ତି।