Education

ମ।ଝୀଗୁଡ। ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଠ।ରେ ଆସ ସ୍କୁଲ ଯିବ। ଅଭିଯ।ନ ଅନୁଷ୍ଠିତ

ମ।ଝୀଗୁଡ। ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆସ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ

 

ମୈଦଳପୁର, ୧୨/୦୮ : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ଗ୍ରାମ ପଂଚାୟତ ମାଝୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ କାର୍ଯ୍ୟକ୍ରମ ୨୦୨୫-୨୦୨୬ ଅନୁଷ୍ଠିତ ହୋଇଯାଇଛି ! ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁତମ ହରିଜନ ଅଧୀନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍କୁଲ ସଭାପତି ପୁର୍ଣଚନ୍ଦ୍ର ବିଷୋୟୀ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳର ଶିକ୍ଷକ ପଂଚାନନ ସାହୁ ସମ୍ମାନୀୟ ଅତିଥ୍‌ ଭାବରେ ଶିକ୍ଷୟିତ୍ରି ବିବ୍ରତା ବିଷୋୟୀ, ଶିକ୍ଷକ ବୁଧଦେବ ସାହୁ, ଶିକ୍ଷୟିତ୍ରି ଲୁସ୍‌ନା ଆଚାର୍ଯ୍ୟ, ଶିକ୍ଷକ ସୁଶାନ୍ତ କୁମାର ମେହେର ପ୍ରମୁଖ ଯୋଗଦେଇଥିଲେ ! ଆଜିର ଏହି କାର୍ଯ୍ୟ କ୍ରମରେ ଗାଁର ଶିଶୁ ମାନଙ୍କର ନାମଲେଖା, ଡ୍ରପ୍ ଆଉଟ୍ ହାର କମାଇବା, ଅଧାରୁ ପାଠ ଛାଡ଼ୁଥିବା ପିଲାମାନଙ୍କୁ ନାମ ଲେଖାଇବା ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଓ

 

“ଆମ ସ୍କୁଲ ଯିବା” ଅଭିଯାନ

 

ଶିକ୍ଷା ପ୍ରତି ପିତାମାତା ବା ଅଭିଭାକ ମାନଙ୍କୁ ସଚେତନ କରିବାପାଇଁ ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ୍ର ବୁଝାଯାଇଥୁଲା ! ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଏକ ବିରାଟ ସଭାଯାତ୍ରରେ ବାହାରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରି ନିଜ ନିଜ ପିଲାମାନଙ୍କୁ ବି ଦ୍ୟାଳୟରେ ନାମଲେଖାଇବା ପାଇଁ ବାର୍ତା ଦେଇଥିଲେ ! ଆଜିର ଏହି କାର୍ଯ୍ୟ କ୍ରମେରେ ବହୁ ସଂଖ୍ୟା ଛାତ୍ର ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇଥିଲେ !

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button