ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଝରିଗାଁ
ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଝରିଗାଁ –
ଧୋଡ୍ରା ଜୋନରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ |
ଝରିଗାଁ ତା 12/08-ଝରିଗାଁ ନିର୍ବାଚନ ମଣ୍ଡଳୀର ଧୋଡ୍ରାଜୋନ ରେ ଆଜି ହର ଘର ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ ମ୍ଭ ହୋଇଯାଇଛି | ଜୋନ ସଭା ସଭାପତି ଭୁଜବଳ ଗୌଡ଼ଙ୍କ ନେତୃତ୍ବରେ ପୂର୍ବତନ ମଣ୍ଡଳ ସଭାପତି ମନୁରାମ ଭିତ ଭିତରା ଡ଼ମରୁ ପନକା, ରଂଜିତ କୁମାର ଭତରା, ଶିବ ଶିବ ଭତରା,ସୁବାସ ପନକା, ଉତ୍ତମ ମାଝୀ, ସନୁ ଭତରା,ବୋଟ କିଶୋର ବିଶୋଇଙ୍କ ସମେତ ସମସ୍ତ | ବି ବିଜେପି କର୍ମକର୍ତା, କର୍ମୀ ଓ ସମର୍ଥକ ଆଜି ସକାଳ 7ଘଂଟିକା ସମୟରେ ବିଜାପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ, ପରେ ସେଠାରେ ପୂଜାର୍ଚନା କରି ଶୋଭାଯାତ୍ରା ର ଶୁଭାରମ୍ଭକରାଯାଇଥୂଳ ଥିଲା |ବିଭିନ୍ନ ନାରା ଦେଇ ଚାଟିଗୁଡା, ଦଙ୍ଗରିଗୁଡା, ଧୋତ୍ରା, ଭିକ୍ଷା, ବକଡାବେଡା, ଧାମନାଗୁଡା ଆଦି ଆଦି ପଂଚାୟତ ସବୁ ଭ୍ରମଣ କରି ଜନସାଧାରଣଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଥିଲା । |ଶୋଭାଯାତ୍ରାରେ ସାମିଲ ଥିବା ସମସ୍ତ ବିଜେପି କର୍ମକର୍ତା ଓ କର୍ମୀମାନେ ଡ଼ଙ୍ଗରିଗୁଡା ପଂଚାୟତ ଅନ୍ତର୍ଗତ ଛଟାଗୁଡା ଗ୍ରାମରେ ପହଂଚିବା ପରେ ଗ୍ରାମରେ ବସବାସ କରୁଥିବା ଜଣେ ସ୍ବାଧୀନତା ସଂଗ୍ରାମୀ ଙ୍କ ଦାୟାଦ ଶୁକମନ ପୂଜାରୀଙ୍କୁ ସାକ୍ଷାତ କରି ତାଙ୍କୁ ଉପଢୌକନ ଓ ଫୁଲତୋଡ଼ା