ଅଯୋଧ୍ଯା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ
ଅଯୋଧ୍ୟା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଚଳଚ୍ଚିତ୍ର
ଭୁବଭୁବନେଶ୍ବ12/8: ୧୯ ତମ ଅଯୋଧ୍ୟା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହେ।ସବ
ମହୋତ୍ସବରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶନା ଶ୍ରେଷ୍ଠ କଳାକାରର କଳ ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ‘ଆରଭ’କୁ ମିଳିଛି। ଲ ଲକ୍ଷ୍ନୌର ଭୀମରାଓ ଆମ୍ବେଦକର ବିଶ୍ଵବିଦ୍ୟାଳୟରେ ଅଗଷ୍ଟ ୬, ୮ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦେଶବିଦେଶରୁ ବହୁ ଚଳଚ୍ଚିତ୍ର ଏଥିରେ ଭାଗ ନେଇଥିଲେ।
ଗୋୱାଲିଆର ମୁଖ୍ୟ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଅନିଲ ବର୍ମା ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ପ୍ରଯୋଜକ ଅତିସ୍ କୁମାର ରାଉତ, ଶ୍ରେଷ୍ଠ ନିର୍ଦ୍ଦେଶିକା ପାଇଁ ସୁଶ୍ରୀ ସବିତା ଓ ଶ୍ରେଷ୍ଠ କଳାକାର ଭାବେ ସିଭାନସ୍ ପୁରସ୍କୃତ ହୋଇଛନ୍ତି। ରିତୁପ୍ରିୟା ପ୍ରଡକ୍ସନ ବ୍ୟାନରରେ ଅତିସ୍ କୁମାର ରାଉତଙ୍କ ପ୍ରଯୋଜିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଆରଭ’ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି। ଏହା ମଧ୍ୟ ଋଷିଆରେ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି। ଔରଙ୍ଗାବାଦରେ ଆଇଡିଏଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇ ସାରିଛି।
ଭୁବନେଶ୍ବର, 12/8: ୧୯ ତମ ଅଯୋଧ୍ୟା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହେ।ସବ
ମହୋତ୍ସବରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶନା ଶ୍ରେଷ୍ଠ କଳାକାରର କଳ ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ‘ଆରଭ’କୁ ମିଳିଛି। ଲକ୍ଷ୍ନୌର ଭୀମରାଓ ଆମ୍ବେଦକର ବିଶ୍ଵବିଦ୍ୟାଳୟରେ ଅଗଷ୍ଟ ୬ ,୮ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦେଶବିଦେଶରୁ ବହୁ ଚଳଚ୍ଚିତ୍ର ଏଥିରେ ଭାଗ ନେଇଥିଲେ।