ନବରଙ୍ଗପୁର ମହିଳ। ମହାବିଦ୍ୟାଳୟ ରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସତର୍କ ତ।ର କାର୍ଯ୍ୟକ୍ରମ
ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସତର୍କତା କାର୍ଯ୍ୟକ୍ରମ
ନବରଙ୍ଗପୁର : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରି ଚାଳନା କର୍ତ୍ତୃ ପକ୍ଷଙ୍କ ତରଫରୁ ନବରଙ୍ଗପୁର ମହି ଳା ସ୍ନାତକ ମହାବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରି ଚାଳନା କାର୍ଯ୍ୟକ୍ରମ ଅନୁ ଷ୍ଠି ତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା।କାର୍ଯ୍ଯକ୍ର ମ ପ୍ରାରମ୍ଭରେ ନବରଙ୍ଗପୁର ର ପୂର୍ବତନ ତହସିଲଦାର ସ୍ଵର୍ଗତ କୈଳାଶ ଚନ୍ଦ୍ର ତ୍ରିପାଠୀଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ରେ Nabarangpur Women’s
ବିଭାଗର ଜରୁରୀ କାଳୀନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ହିମାଂଶୁ ଶେଖ ପଟ୍ଟନାୟକ, ମାସ୍ ର ସଂ ସଂଯୋଜକ ଶ୍ରୀ ସୁବ୍ରତ ମିଶ୍ର, ସହ ସଂଯେ ଯୋଜକ ଶ୍ରୀ ଦେବାଶିଷ ବିଷୋୟୀ ପ୍ରମୁଖ ବିଷୋୟୀ ପ୍ରମୁଖ ଯୋଗଦେଇ ସାପ କାମୁଡା ଜନିତ ସତର୍କ ତର୍କତା ଏବଂ ବିଜୁଳି ଘଡ ଘଡି ସମୟ ସମୟରେ ନି ନିଜେ କିପରି ନିଜକୁ ସୁରକ୍ଷିତ ରଖିବେ ଏବଂ ସମାଜକୁ କିପରି ସଚେତନତା ବାର୍ଭା ପହୁଞ୍ଚାଇବେ ସେ ବିଷୟରେ ଛାତ୍ରୀଙ୍କୁ ଅବ ଙ୍କୁ ଅବଗତ କରାଇଥିଲେ। ବହୁ ସଂଖ୍ୟାରେ ଛାତ୍ରୀ ଯୋଗଦେଇ ଇତିହାସ ଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଇତି ବିଭାଗ ଅଧ୍ୟାପିକା ରଞ୍ଜୁଷା କୁମାରୀ ପ୍ରହରାଜ Degree College