Education

ଅଭିଯୋଗର ତୁରନ୍ତ ସମାଧାନ

୨୫ରୁ ୩ ଅଭିଯୋଗର ତୁରନ୍ତ ସମାଧାନ

 

ନନ୍ଦାହାଣ୍ଡି, 12/8

 

ନବରଙ୍ଗପୁର ନନ୍ଦାହାଣ୍ଡି ପଞ୍ଚାୟତ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ ବର୍ମନଙ୍କ ଅଧ୍ଯକ୍ଷତାରେ ସୋମବାର ଜନ ଶୁଣାଣି ଶିବିର କରାଯ ରାଯାଇଛି। ସିଡିଓ ବିରଞ୍ଚ୍ ନାରାୟଣ ଦରୱାନ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ, ଉପାଧ୍ଯକ୍ଷ ସଦନ ଗୌଡ଼, ଜିଲା ପରିଷଦ ସଭ୍ୟ ଅରୁଣ ମିଶ୍ର, ଦିବ୍ୟାଦାନ ସୁନା, ଡିଏ ଡିଏସ୍‌ପି ସରୋଜ ପୁନମ ନମ କିସ୍ପୋଟା, ବିଡି ବିଡିଓ କ୍ଷୀରୋଦ ଚନ୍ଦ୍ର ଚନ୍ଦ୍ର ସାହୁ, ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ ସମେତ ସମସ୍ତ ଜିଲାସ୍ତରୀୟ ବିଭାଗ ରାଗୀୟ

 

ଅଧିକାର ନାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୩୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୫ ବ୍ୟକ୍ତିଗତ ଓ ୮ ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୩ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକୁ ସମ୍ପୃକ୍ତ ଅଧିକାରୀଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୧୫ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୂକ୍ତ ସହାୟତା ରାଶି ସହ କାର୍ଡ ପ୍ରଦାନ ନ କରାଯାଇଥିଲା।

 

 

 

 

 

ଅଧୁକାରୀମାନେ ଏକ ଅଭିଯୋଗର ଶୁଣାଣି କରୁଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button