BusinessDistrictEducationEntertainmentHealthNationNawarangpurOdishaPolitics

ଡାବୁଗାଁ ରେ ନୂତନ ବନାଞ୍ଚଳ ଅଧିକାରୀଙ୍କ ଯୋଗଦାନ

ନବରଙ୍ଗପୁର, ୧୨/୦୮: ଡାବୁଗାଁ ବନାଞ୍ଚଳରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ରାମଚନ୍ଦ୍ର ଭତ୍ରା ଯୋଗଦାନ କରିଛନ୍ତି । ପୂର୍ବରୁ ସେ କୋରାପୁଟ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ଏ.ଏସ.ଆଈ ଭବେ କାର୍ଯ୍ୟରତ ଥିଲେ।

ଆଗାମୀ ଦିନର ଡାବୁଗାଁ ବନାଞ୍ଚଳ ଅଧୀନରେ ଥିବା ବଣ ଜଙ୍ଗଲ କିପରି ସୁରକ୍ଷିତ ରହିବ ସେଥିପ୍ରତି ଧ୍ୟାନ ଦିଆଜିବ ବୋଲି କହିଥିଲେ । ପୂର୍ବରୁ ଥିବା ଡାବୁଗାଁ ବନାଞ୍ଚଳ ଅଧିକାରୀ ଅସୀତ କୁମାର ସାହୁ ବର୍ତ୍ତମାନ ଝରିଗାଁ ବନାଞ୍ଚଳକୁ ବଦଳି ହୋଇଛନ୍ତି। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button