ଜନ ଶୁଣ।ଣି ଶିବିର ଅନୁଷ୍ଠିତ ହୋଇଥିଲ।
ନନ୍ଦାହାଣ୍ଡି,,୧୧/୮:ଜିଲ୍ଲାପାଳ ଓ
ଆରକ୍ଷା ଅଧୀକ୍ଷକ ଅଭିଯୋଗ ଶୁଣାଣି ନନ୍ଦାହାଣ୍ଡି ବ୍ଳକ କାର୍ଯ୍ୟଳଯସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଚନ୍ଦ୍ର ଦାସ ମହାନନ୍ଦିଆ ଏବଂ ସମସ୍ତ ବିଭାଗର ଜିଲ୍ଲା ଅବକାରୀ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର ଓ ଦିବ୍ୟଦାନ ଗୁନା ଉପସ୍ଥିତ ଥିଲେ। ଶିବିରରେ ମୋଟ ୩୩ଟି
ପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପ ସ୍ଥିତି ଯୋଗୁଁ ରାଜସ୍ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବମନ ଓ ଡିଏସ୍ପି ସରୋଜ ପୁନମ୍ ଡିସପୋଟା ଯୋଗଦାନ କରିଥିଲେ । ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ବରଦାନ ସାମିଲ ହୋଇଥିଲୋ ବ୍ଲକ ଅଧ୍ୟକ୍ଷା ରଶ୍ମିବା ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ, ତହସିଲଦାର ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୨୫ଟି ଓ ୮ଟି ସାମୁହିକ ସମସ୍ୟା ରହିଥିଲା । ଏତଦ୍ ବ୍ୟତୀତ ୧୫ ଜଣ ନୂତନ ହିତାଧାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜନଶୁଣାଣି ଶିବିର ବିଷୟରେ ଅଧିକାଂଶ ଲୋକଙ୍କ ନିକଟରେ ସୂଚନା ନବାରୁ ସମସ୍ୟା ଜଣାଇବାରୁ କିଛି ଲୋକ ବଞ୍ଚିତ ହୋଇଥିଲେ ।