Education

ଯୋଗୀ ସରକାର ଙ୍କ ରାଖ୍ ଉପହାର

 

 

ଯୋଗୀ ସରକାରଙ୍କ

 

ରାଖ୍ ଉପହାର

 

ରକ୍ଷା ବନ୍ଧନ ଅବସରରେ ମହିଳାମାନଙ୍କୁ ବଡ଼ ଉପହାର

 

ଆଜିଠାରୁ ତିନିଦିନ ମାଗଣାରେ ସିଟି ବସରେ ଯାତ୍ରା କରିବେ ମହିଳା

 

ମହିଳାମାନଙ୍କୁ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କର ଏହି ସ୍ବତନ୍ତ୍ର ଉପହାର

 

ମହିଳାମାନେ ଅଗଷ୍ଟ ୮ ସକାଳ ୬ଟାରୁ ୧୦ ତାରିଖ ରାତି ୧୦ଟା ଯାଏ ମାଗଣା ଯାତ୍ରା କରି ପାରିବେ

 

ରାଜ୍ୟର ୧୫ଟି ସହରରେ ରୋଡୱେ ବସ୍ ସ୍ ଏବଂ ସହରାଞ୍ଚଳ ପରିବହନ ବସ୍ ରେ ମାଗଣା ଯାତ୍ରା ସୁବିଧ

 

ମହିଳାମାନଙ୍କ ସହିତ ଯାତ୍ରା କରୁଥିବା ସହଯାତ୍ରୀମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ

 

ସହରାଞ୍ଚଳ ବସରେ ମାଗଣା ଯାତ୍ରା ସୁବିଧା ଯୋଗାଇ ବଧା ଯୋଗାଇବାକୁ ପରିବହନର ବିଭାଗ ନିଷ୍ପତ୍ତି ।

ପୁର, ବାରାଣସୀ, ମିରଟ, ମିରଟ, 2 ଆଗ୍ରା, ମଥୁରା କାନପୁରରେ ଏହି ସେବା ଉପଲବ୍ଧ ହେବ ।

 

ପ୍ରୟାଗରାଜ, ମୋରାଦାବାଦ, ଗାଜିଆବାଦ, ଆଲିଗଡ, ବରେଲିରେ

 

ଜେହେର, ଅଯୋଧ୍ୟା ଏବଂ ଝାନସୀରେ ମାଗଣା ଯାତ୍ରା କରି ପାରିବେ ମହିଳା

 

ରକ୍ଷା ବନ୍ଧନରେ ବଡ଼ ଉପହାର, ଆଜିଠାରୁ ତିନିଦିନ ମାଗଣାରେ

 

ସିଟି ବସରେ ଯାତ୍ରା

 

କରିବେ ମହିଳା

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button