Education
ଆସୁଅଛି ଏକ ଲଘୁଚାପ
ଆସୁଛି ଲଘୁଚାପ
ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି
ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି ଘୂର୍ଣ୍ଣିବଳୟ
ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ
ଲଘୁଚାପ ସୃଷ୍ଟି ସମ୍ଭାବନା
ରାଜ୍ୟରେ ଭଲ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା
ଆଜି ରାଜଧାନୀ ଭୁବେନେଶ୍ବରରେ ମେଘୁଆ ପାଗ ରହିଛି
ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ଲାଗି ରହିଛି
ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି,
ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷାର ପ୍ରଭାବ
ରହିବ।
କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ
YESTERDAY AT 13:17 ସମ୍ଭାବନା
୧୩ରେ କଙ୍ଗୋପସାଗରରେ ଲଘୁଚାପ ! ଆଜି ୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ
ପ୍ରବଳ ବର୍ଷାର ସମ୍ଭାବନା