DistrictEducationEntertainmentKoraputNationOdisha

ସୁନାବେଡ଼ା ସରସ୍ୱତୀ ବିଦ୍ୟାମନ୍ଦିର ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ସୁନାବେଡ଼ା, ୦୯/୦୮ (ଇମିସ) : ସମ୍ୱାଦ ଆମ ଓଡିଶା ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମିଳିତ ଅନୁକୂଳରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି|

ଏଥିରେ ସମ୍ୱାଦ ପ୍ରତିନିଧି ଅମର କୁମାର ବାଘ ଏବଂ ସ୍କୁଲର ମୂଖ୍ୟ ଅତିଥି କ୍ରିଷ୍ଣା କୁମାରୀ ମିଶ୍ର, ସ୍କୁଲ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମିକାନ୍ତ ମିଶ୍ର ଏବଂ ଅନ୍ୟାନ୍ୟ ଶିକ୍ଷିକ ଶିକ୍ଷକ ଯଥା ରଶ୍ମିତା ରାଉତ, ନଳିନୀ ରାଉତ, ବଙ୍ଗୁ ତରଣ ସେଠୀ, ମିତାଞଳୀ ପାଢ଼ୀ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ର ଛାତ୍ରି ଅଂଶ ଗ୍ରହଣ

| କରିଥିଲେ ସମ୍ବାଦର ଏହିପରି ପଦକ୍ଷେପକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶଂସା କରିଥିଲେ | ଆଗାମୀ ଦିନରେ ପ୍ରତେକ ଭାଇ ମାନଙ୍କୁ ନିଶା ଠାରୁ ଦୂର ରେ ରହିବା ଛାତ୍ର ଛାତ୍ରୀ ପ୍ରକାଶ କରିଥିଲେ.

Admin - Odisha State News

Related Articles

Leave a Reply

Your email address will not be published. Required fields are marked *

Back to top button