DIstrictEducationEntertainmentHealthNationNawarangpurOdisha

ପବିତ୍ର ରକ୍ଷୀ ପୂର୍ଣ୍ଣିମା ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଞ୍ଚଳ*

ନବରଙ୍ଗପୁର, ୦୯/୦୮:ସଖାଳ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ଡାବୁଗାଁ ଅଂଚଳ ପବିତ୍ର ରକ୍ଷୀପୂର୍ଣ୍ଣାମା ପାଇଁ। ଡାବୁଗାଁ ଅଞ୍ଚଳରେ ସଖାଳ ଠାରୁ ଭଉଣୀ ଭାଇର ଦୀର୍ଘାୟୁ କାମନା କରି ବନ୍ଧୁଛି ରାକ୍ଷୀ,ରକ୍ଷୀପୂର୍ଣ୍ଣା ପାଇଁ ସ୍ଥାନୀୟ ଅଂଚଳ ଉତ୍ସବମୁଖର ହୋଇ ପଡିଛି।

ହିନ୍ଦୁ ଧର୍ମରେ ମାନ୍ୟତା ଅଛି ଭଉଣୀର ସୁରକ୍ଷା ପାଇଁ ଭଉଣୀ ବାନ୍ଧି ଥାଏ ରାକ୍ଷୀ ।ବିଶ୍ବାସ ରହିଛି ଆଜିର ଦିନରେ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିବା ଫଳରେ ଭାଇର ଦୀର୍ଘାୟୁ ହେଇଥାଏ।ରାକ୍ଷୀ ପୂର୍ଣ୍ଣିମା ପାଇଁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ୍ୟ ଗହଳି ପରିଲକ୍ଷିତ ହୋଇଛି ରାକ୍ଷୀ ଦୋକାନ ଏବଂ ମିଠା ଦୋକାନ ରେ ଜମୁଛି ଭିଡ଼।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button