Education

ଜୁନ।ପାଣି ଆଶ୍ରମ ବିଦ୍ୟାଳୟର ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାପାଣି ଆଶ୍ରମ ବିଦ୍ୟାଳୟରେ ‘ଆସ ସ୍କୁଲ ଯିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦାହାଣ୍ଡି, ତା: ୦୮.୦୮ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ଜୁନାପାଣିରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ୨୦୨୫-୨୦୨୬ ଅନୁଷ୍ଠିତ ହୋଇଯାଇଛି କ୍ଷ ଆଶ୍ରମ ବିଦ୍ୟାଳୟ ମାଝୀ, ମେଟ୍ରନ ଦୀପ୍ତି ମୟୀ ସାମଲ, ସି . ସି.ଏ ଗଣପତି ମାଝୀ ପ୍ରମୁଖ ଯୋଗଦେଇଥିଲେ କ୍ଷ ଆଜିର ଏହି କାର୍ଯ୍ୟକ୍ରମରେ ଗାଁର ଶିଶୁଙ୍କ ନାମ ଲେଖାଇବା, ଡ୍ରପ୍ ଆଉଟ୍ ହାର କମାଇବା,

8% ଆଶ୍ରମ ବିଦ୍ୟାଳୟକୁମା

ପ୍ରଧାନ ଶିକ୍ଷକ ରିମିଚନ ଚୌହାନଙ୍କ ଆବାହକତ୍ୱରେ ଅନୁ ଷ୍ଠି ତ ଏହି କାର୍ୟ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ୍ ସଭାପତି ଭୀମସେନ ଡଙ୍ଗରୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାନେତ୍ରୀ ହେମ ମାଝୀ, ସମ୍ମାନୀତ ଅତିଥି ରୂପେ ରାଜକୁମାର ରୋତି, ସମାଜସେବୀ ପିତାମ୍ବର ସୋରୀ, ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ଗୌରୀଶଙ୍କର ଡଙ୍ଗରୀ, ଶିକ୍ଷୟିତ୍ରୀ ଭାନୁ ମତୀ Guruprasad Panଳନା ସମିତିର ସ‌ଦସ୍ୟ ସGEN ଯଥା ବଂଶୀଧର ମାଝୀ, ରଜୁଲା ରୋତି, ରାଇ ସିଂ ରୋତି, ନୃସିଂହ ସଙ୍ଗଲ୍ ପୁରୀଆ, ପୁରାତନ ଛାତ୍ର ମହେଶ୍ଵର

ଅଧାରୁ ପାଠ ଛାଡ଼ୁଥିବା ପିଲାମାନଙ୍କୁ ନାମ ଲେଖାଇ ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ଶିକ୍ଷା ପ୍ରତି ପିତାମାତା ତଥା ଅଭିଭାବକ ମାନଙ୍କୁ ସଚେତନ କରିବା ପାଇଁ ସଭାରେ ଆଲୋଚନା ହୋଇଥୁଲା କ୍ଷ ଆଜିର ଏହି କାର୍ଯ୍ୟକ୍ର ମରେ ଛାତ୍ର ଛାତ୍ରୀମାନେ ଏକ ବିରାଟ ବିଦ୍ୟାଳୟର ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରି ନିଜନିଜ ପିଲାମାନଙ୍କୁ ସ୍କୁଲ୍ବେ ନାମ ଲେଖାଇବା ପାଇଁ ଅଗ୍ରସର ହେବାକୁ ବାର୍ଭା ଦେଇଥ୍ ଲେ କ୍ଷ ଆଜିର ଏହି କାର୍ଯ୍ୟକ୍ରମରେ ଗାଁର ବହୁ ଛାତ୍ରଛାତ୍ରୀ ଙ୍କ ଅଭି ଭାବକ ତଥା ଗ୍ରାମବାସୀ ଯୋଗଦେଇଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button