ବିଶ୍ଵ ସ୍ତରୀୟ ଫିଲ୍ମ ଲାଗି ଇଣ୍ଡିଆ ସିନେମା ହବ୍ ପୋଟାଲ ବ୍ୟବହାର ପାଇଁ ରାଜ୍ୟ ଙ୍କୁ ପରାମର୍ଶ
ବିଶ୍ୱସ୍ତରୀୟ ଫିଲ୍ମ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍ ବ୍ୟବହାର ପାଇଁ ରାଜ୍ୟଙ୍କୁ ପରାମର୍ଶ
ଭୁ ବନେଶ୍ବର,6/8: ଦେଶରେ ବିଶ୍ଵସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବସ୍ତରୀୟ ସମ୍ମିଳନୀ এছা ଉପରେ ବିସ୍ତୃତ ଆଲୋଚନା ହୋଇଛି ହାଇଛି। ଏଥିରେ କେନ୍ଦ୍ର ସୂଚନା ଓ ପ୍ରସାରଣ । ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍. ମୁରୁ ମୁରୁଗନ, ସୂଚନା ଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉଦ୍ବୋଧନ ଦେଇଥିଲେ। ଗଣ ଯୋଗାଯୋଗ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ସମନ୍ଵୟକୁ ସୁଦୃଢ଼ କରିବା, କରି ପ୍ରେ ପ୍ରେସ୍ ସେବା ପୋର୍ଟାଲ୍ ଏବଂ ଇଣ୍ଡିଆ ସିନେ ହବ୍ର ପୂର୍ଣ୍ଣା ପୂର୍ଣାଙ୍ଗ କାର୍ଯ୍ୟକାରିତା ସୁନିଶ୍ଚିତ । ତଥା ଚଳଚ୍ଚିତ୍ର ଭିତ୍ତିଭୂମି ବିକାଶ ବିଭିନ୍ନ କ୍ଷେତ୍ରରେ ଭାରତର ସୃଜନଶୀଳ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା
ପାଇଁ ସହଯୋଗୀ ସୁଯୋଗ ଅନୁସନ୍ଧାନ କରି କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଏହି ଅବସରରେ ଅନୁନ୍ନତ ଅଞ୍ଚଳରେ କମ୍ ମୂଲ୍ୟର ସିନେମା ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ରୋଡମ୍ୟାପ୍ ବିଷୟରେ ଆଲୋଚ ||ଲୋଚନା ହୋଇଥିଲା। ସୃଜନଶୀଳ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟମାନଙ୍କୁ ଆଇଏଫ୍ଏଫ୍ଆଇ ଓ ୱେବ୍ ସ୍ୱସରେ ଯୋଗଦେବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ସ୍ବତନ୍ତ୍ର ମଣ୍ଡପ ସ୍ଥାପନ କରିବା ସହିତ ଭାରତୀୟ ପାନୋରାମାରେ ପ୍ରବେଶକୁ ସହଜ କରି ଏବଂ ବିଶ୍ୱସ୍ତରୀୟ ପ୍ରଦର୍ଶନ ପାଇଁ ସୃଜନଶୀଳ ପ୍ରତିଭାଙ୍କୁ ମନୋନୀତ
କରି ଏହି ସୁଯୋଗଗୁଡ଼ିକୁ ଲାଭଉଠାଇପାରିବେ ବୋଲି ସମ୍ମିଳନୀରେ ସୂଚ ସୂଚନା ଦିଆଯାଇଥିଲା। ଆଲୋଚନାର ଅନ୍ୟ ଏକ ପ୍ରମୁଖ କ୍ଷେତ୍ର ଥିଲା ଭାରତର ଲାଇଭ୍ ମନୋରଞ୍ଜନ ଅର୍ଥ ବ୍ୟବସ୍ଥାର ବିକାଶ। ସମ୍ମିଳନୀରେ ରାଜ୍ୟଗୁଡ଼ିକ ସହିତ କାର୍ଯ୍ୟକ୍ରମ ମ ପାଇଁ ବର୍ତ୍ତମାନର କ୍ରୀଡ଼ା ଏବଂ ସାଂସ୍କୃତିକ ଭିଭିଭୂମି ବ୍ୟବହାର କରିବା, ଇଣ୍ଡିଆ ସିନେ ହବ୍ରେ ଅନୁମତି କାର୍ଯ୍ୟପ୍ରବାହକୁ ସମନ୍ବିତ କରିବା, ନୋଡାଲ୍ ଅଧିକାରୀ ନିଯୁକ୍ତି ପୁକ୍ତି କରିବା କରିବା ଏବଂ ଲାଇଭ୍ ମନୋରଞ୍ଜନ ଭିତ୍ତିଭୂମିରେ ନିବେଶ ପାଇଁ ନୀତି ଏବଂ ଆର୍ଥିକ ସହାୟତା ବ୍ୟବସ୍ଥା କରିବା ବିଷୟରେ ଆଲୋଚନା ହୋଇଥିଲା।