BusinessDIstrictEducationEntertainmentHealthMalkangiriNationOdishaPolitics

ଟ୍ରାଫିକ ସିଗ୍ନାଲ ଲାଇଟ୍ ର ଶୁଭାରମ୍ଭ କଲେ ଜିଲ୍ଲାପାଳ

ମାଲକାନଗିରି, ୦୫/୦୮: ଆଜି ମାଲକାନଗିରି ପୌରପରିଷଦ ଦ୍ବାରା ବାଲିମେଳା ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟ୍ରର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ।

ଏହା ଦ୍ୱାରା ବାଲିମେଳା ଛକ ଠାରେ ଲାଗିରହିଥିବା ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ ଓ ଏହାଦ୍ବାରା ସହରବାସୀ ଉପକୃତ ହୋଇପାରିବେ ।

ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ଉପାଧ୍ୟକ୍ଷ କବିତା ମାହୁନ୍ତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକଙ୍କ ସମେତ ସମସ୍ତ ୱାର୍ଡର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button