DIstrictEducationEntertainmentHealthKoraputNationOdisha

ସୁନାବେଡ଼ା ସ୍ୱାସ୍ଥ୍ୟ ବିଭାଗ ପରିସରରେ ସମ୍ବାଦ ତରଫରୁ ୧୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ

ସୁନାବେଡ଼ା, ୦୫/୦୮: ସୁନାବେଡ଼ା ଅଞ୍ଚଳର ସ୍ଥାନୀୟ ସମ୍ବାଦ ପ୍ରତିନିଧି ଅମର କୁମାର ବାଘଙ୍କ ନେତୃତ୍ୱରେ ସମ୍ୱାଦ ତରଫରୁ ୧୦୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ଚାରା ଗଛ ଲଗାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡକ୍ଟର ରଶ୍ମି ଏକସେସ୍ ଯୋଗ ଦେଇ, ସମ୍ୱାଦର ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି, ଏଥି ସହିତ ଡକ୍ଟର ସମ୍ଭା ପାତ୍ର, ଡକ୍ଟର

ରଞିତା ନାୟକ, ତୃପ୍ତିମୟୀ ଦାସ, ନନ୍ଦିନୀ ମହାନନ୍ଦିଆ, ଲିପି ପୁଷ୍ପାଞଳି ବେହେରା, ଅଶ୍ୱାନୀ କୁମାର ରଥ, ସୁଚିତ୍ରା ତ୍ରିପାଠୀ ବାସନ୍ତି ଖୁଜୁର, ରଶ୍ମି ବେହେରା, ସନ୍ତୋଷ ପଣ୍ଡା ମହାଦେବ ଗୋଲରୀ, ସବିତା ପାତ୍ର, ଏବଂ ତୃପ୍ତିମୟୀ ବାଘ, ମହାରଥି ଜାନି, ଜେ ଗଙ୍ଗାରାଜୁ, ବନିତା ମିଶ୍ର, ଅନୁରତା ତୁରୁକ, ପ୍ରଣତି ଦାସ, ବବିତା ଟାକ୍ରି, ସିମରନ ବାଘ, ପ୍ରତିକ୍ସା ନନ୍ଦିନୀ ବାହାଦୁର, ଆଲାଦିନି ଟାକ୍ରି, ରଞନ କୁମାର ଖୋସ୍ଲା ପ୍ରମୁଖ ଯୋଗଦେଇ ଏହି ବୃକ୍ଷ ରୋପଣ କାର୍ଯ୍ୟକୁ ସଫଳ କରିଛନ୍ତି |

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button