Education

ଛାତ୍ରୀ ଓ ମହିଳା ସୁରକ୍ଷା ନେଇ ବିଜୁ ଯୁବ ଓ ଛାତ୍ର ଜନତ। ଦଳର ପ୍ରତିବାଦ ଶୋଭାଯାତ୍ର

ଛାତ୍ରୀ ଓ ମହିଳା ସୁରକ୍ଷା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତିବାଦ ଶୋଭାଯାତ୍ରା

ଆସିକା,,ତ।:୪/୮ : ଆଜି ଆସିକା ଛାତ୍ରୀ ଓ ମହିଳା ସୁରକ୍ଷା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତି ବାଦ ଶୋଭାଯାତ୍ରା | ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଛାତ୍ରୀ ଓ ମହିଳା ଅସୁରକ୍ଷିତ ମଣୁଛନ୍ତି । ଏନେଇ ସବୁଠି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏହାକୁ ପ୍ରତି ବାଦ ଶୋଭାଯାତ୍ରା ଆୟୋଜନ କରି ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଆଜି ଆସିକା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ର ଆସିକା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରୁ ବାହାରି ଆସିକା ଆଦର୍ଶ ଥାନା ଠାରେ ପହଁଚି

ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ସେଠାରେ ମହିଳା ଓ ଛାତ୍ରୀ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ସମଲୋଚନା କରିଥିଲେ । ଏନେଇ ବିରୋଧ ପ୍ରଦର୍ଶନ ସାଙ୍ଗକୁ ଛାତ୍ରୀ ଓ ମହିଳା ସୁରକ୍ଷା ନେଇ ପୋଲିସ ଡି.ଜି ଙ୍କ ଉଦ୍ଦେଶ୍ୟରେ ସ୍ଵାକ୍ଷର ସର୍କିତ ପତ୍ର ଆସିକା ଥାନା

ଅଧୁକାରୀ କୁଳମଣି ସେଠୀଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନଚିକେତା ସ୍ୱାଇଁଙ୍କ ଦିଗଦର୍ଶନ ରେ ବି.ମନୋଜ କୁମାର ଦୋରା ଙ୍କ ସଂଯୋଜନା ରେ ଜୟସେନ୍ ସ୍ୱାଇଁ, ଭବାନୀ କାନ୍ତ ସାହୁ,କାର୍ତିକଶ୍ୱର ପରିଡ଼ା, ଭରତ

ନାହାକ, ଅରୁଣ ଦଳାଇ, ସଂଜୟ କୁମାର ସାହୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ବିମଳ ପ୍ରଧାନ, ଜିତେନ୍ଦ୍ର ମହାରଣା, ନିଗମାନନ୍ଦ ରାଉତ, ନିଳାଞ୍ଚଳ ମଣ୍ଡଳ, ଅନନ୍ତ ଭଞ୍ଜ, କାହ୍ନୁଚରଣ ଦଳାଇ, ମଧୁସୂଦନ ସ୍ପାଇଁ, ଶ୍ଵେତବସନ୍ତ ଲେଙ୍କା, ନରେନ୍ଦ୍ର

ନାହାକ, ଟୁକୁନା ନାହାକ,ସଂଜୀବ ମହାରଣା, ସନାତନ ବିଶ୍ଵାଳ, ରବୀନ୍ଦ୍ର ସାହୁ, କେଶବ ଦାଶ, ରବିନ ପାତ୍ର, ସନ୍ତୋଷ ନାହାକ,ପ୍ରଣବ ପାଢ଼ୀ, ଉଦିତ ପାଢ଼ୀ, ସତ୍ୟବାନ ନାହାକ, ପ୍ରିୟବ୍ରତ ପାତ୍ର, ସୀମାଞ୍ଚଳ ସ୍ପାଇଁ, ମିଟୁ ନାହାକ,ପୂର୍ଣ୍ଣ ଗୌଡ଼, ଭଗବାନ ନାହାକ,ଶିବ ପାଣିଗ୍ରାହୀ, ଶଙ୍କର ପାଣିଗ୍ରହୀ, ଆଶିଷ ଜେନା, ସାଗରିକ। ପ୍ରଧାନ, ଅର୍ଚ ନ ପ୍ରଧାନ, ଜଗବନ୍ଧୁ ମହାରଣା, ସୁଭମ୍ ନାୟକ, ବବୁଲୁ ପ୍ରଧାନ, ଚନ୍ଦନ ଗୌଡ଼, ରାହୁଲ ଦୋରା, ଶଙ୍କର ନାହାକ, ବଳରାମ ଆପଟ, ସମୀର ସ୍ୱାଇଁ, ରାଜା ଗୌଡ଼, ମାନସ ସ୍ଵାଇଁ, ସୁଭମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button