ମୋରଡ। ତ।ରିଣୀ ମନ୍ଦିର ରତ୍ନ ମୁଦ ଉତ୍ସବ
ମୋରଡ଼ା ତାରିଣୀ ମନ୍ଦିର ରତ୍ନମୁଦ ଉତ୍ସବ
ପୂଜାରେ ବସିଥୁବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମୋରଡ଼ା,ତ।: ୪/୮
ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ମୋରଡ଼ା ବଜାରରେ ନିର୍ମାଣ ଚାଲିଥିବା ତାରିଣୀ ମନ୍ଦିରର ପୂର୍ଣାଙ୍ଗ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ରତ୍ନମୁଦ ପୂଜାକାର୍ଯ୍ୟରେ ସ୍ଥାନୀୟ ବିଧାୟକ ତଥା ନଗର ର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସଂକଳ୍ପରେ ବସିଥିଲେ। ପୂର୍ବାହ୍ନ ୮ଟାରେ ମନ୍ତ୍ରୀ ମହାପାତ୍ର ପୂଜକ ଏବଂ ଅଞ୍ଚଳବାସୀଙ୍କ ସହିତ ସ୍ଥାନୀୟ ମାଳିହତା ଗ୍ରାମରୁ ରୀତିନୀତି ଅ ଅନୁସାରେ ସାହାଡ଼ା ଏବଂ ବରୁଣ ଡାଳ ଆଣି ମନ୍ଦିରକୁ ଆସିବା ପରେ ଧରିତ୍ରୀ ମୋରଡା କାର୍ଯ୍ୟକ୍ରମ ଆରମ୍ଭହୋଇଥିଲା । ଶୁଦ୍ଧ ନୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
କାର୍ଯ୍ୟକ୍ରମରେ ରେ ମନ୍ତ୍ରୀ ମହାପାତ୍ରଙ୍କ
ସଂକଳ୍ପରେ ବସିଲେ ନଗର ଭଦ୍ଘୟଳ ମନ୍ତ୍ରୀ
ସମେତ ବରିଷ୍ଠ ରାଜପା ନେତା ପରେଶଚନ୍ଦ୍ର ମହାନ୍ତ, ସମିତି ସଭ୍ୟ ସୁକୁଲ ମୁର୍ମୁ, ସରୋଜିନୀ କିଷ୍ଣୁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ପୂଜାରୀ ଆଶିଷଧର ମହାପାତ୍ରଙ୍କ ସହିତ ଦିଲୀପ ପାଣିଗ୍ରାହୀ, ସନ୍ତୋ ସନ୍ତୋଷ ପ୍ରସାଦ ମିଶ୍ର, ବିରେନ ମିଶ୍ର ଏବଂ ନାପିତ ସର୍ବେଶ୍ବର ବାରିକ ପୂଜାକାର୍ଯ୍ୟ । କରିଥିଲେ। ତାରିଣୀ ମନ୍ଦିର କମିଟି ସଭାପତି ନିରଞ୍ଜନ କଲିଆଙ୍କ ସହିତ ଅନ୍ୟ ସଦସ୍ୟଗଣ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ପୋଲିସ ପ୍ରଶାସନ ସହିତ ଗଣମାଧ୍ୟମ ପ୍ରତିନିଧୂମାନେ କାର୍ଯ୍ୟକ୍ରମ ପରଚାଳନାରେ ସହଯୋଗ କରଥିଲେ ।