DIstrictEducationNationOdishaPolitics

କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ

ଭଞ୍ଜନଗର,୦୨/୮ : ଭଞ୍ଜନଗର ବ୍ଳକ ଡୁମାକୁମ୍ପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଡୁମାକୁମ୍ପା କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ବ୍ଳକ ସହ ଶିକ୍ଷା ଅଧିକାରୀ ଚରଣ ବେହେରା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ବ୍ଳକ ସହ ଶିକ୍ଷାଧିକାରୀ ବେହେରା ଅଗଷ୍ଟ ମାସର ଶିକ୍ଷଣ ପାଠ୍ୟ ଯୋଜନା ସମ୍ପର୍କରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁଝାଇ ଥିବା ବେଳେ କ୍ଲଷ୍ଟର ସଂଯୋଜିକା ଶ୍ରୀମତୀ ସୁଲଗ୍ନା ସ୍ୱାର ପାଠ୍ୟ ଯୋଜନାକୁ ଅଗଷ୍ଟ ମାସରେ ବିଦ୍ୟାଳୟ ସ୍ତରରେ କାର୍ଯ୍ୟକରି କରିବା ପାଇଁ କହିଥିଲେ।

କ୍ଲଷ୍ଟର ସଂଯୋଜିକା ସ୍ୱାର ସଂଯୋଜନା କରିଥିବା ବେଳେ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button