BusinessEducationNationOdishaPolitics

ପୁରୀ ଶ୍ରୀଜଗନ୍ନାଥ ଇଣ୍ଟରନ୍ୟାସନାଲ ଗ୍ରୀନ ଫିଲ୍ମ ଏୟାର ପୋର୍ଟ ଓଡିଶା ସରକାରଙ୍କ ମଞ୍ଜୁରୀ

ପୁରୀ, ୧/୦୮ : ପୁରୀ ଗ୍ରୀନ ଫିଲ୍ମ ଏୟାରପୋର୍ଟ ପାଇଁ ମିଳିସାରିଛି ଉଭୟ ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି I ଏନେଇ ରାଜ୍ୟସଭାରେ ଉତ୍ତର ର ଖୁଛନ୍ତି କେନ୍ଦ୍ର ବେ ସା ମରି କ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜର ପା ଇଡ଼ୁ କେନ୍ଦ୍ର ରାମ ମୋହନ ରାଇଡୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରପା ରାମ ମୋହନ ରାଇଡୁ କହିଛନ୍ତି ବର୍ଷକୁ ୪.୬ ମିଲିୟନ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ହେବ ବିମାନ ବନ୍ଦର । ଗ୍ରୀନ ଫିଲ୍ମ ଏୟାରପୋର୍ଟ ନୀତି ଅନୁଯାୟୀ ଭୂମି ଅଗ୍ରହଣ ଠାରୁ ଆରମ୍ଭ କରି ପରିବେଶ ମଞ୍ଜୁରି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଅଛି । ପ୍ରତିରକ୍ଷା ମନ୍ତ୍ରଣାଳୟର କୌଣସି ଆପରି ନାହିଁ। ୨୦୨୩ ସେପ୍ଟେମ୍ବରରେ ସାଇଟ୍ କ୍ଲିଅରାନ୍ସ ମିଳିଛି । ଠିକ୍ ସେହିପରି ୨୦୨୫ ମେ ୬ ତାରିଖରେ ରାଜ୍ୟ ସରକାରଙ୍କୁ ନୀତିଗତ ମଞ୍ଜୁରି ମଧ୍ୟ ମଧ୍ୟ ମିଳିସାରିଛି। । ଚଳିତ ବର୍ଷ ଜୁନରେ ବି ଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ୱାରା ବିମାନବନ୍ଦର ପ୍ରକଳ୍ପ ପାଇଁ ପରିବେଶଗତ ମଞ୍ଜୁରି ସୁପାରିଶ କରାଯାଇଛି I ବିମାନ ସଂଯୋଗୀକରଣ ଫଳରେ ଅର୍ଥନୀତିରେ ୩.୨୫ ଏବଂ ନିଯୁକ୍ତି କ୍ଷେତ୍ରରେ ୬.୧ ଗୁଣ ବଢିବ ବୋଲି କୁହାଯାଉଛି I

ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦରକୁ ନେଇ ରାଜ୍ୟସଭାରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ରଖ୍ ସେ କହିଛନ୍ତି ବର୍ଷକୁ ୪.୬ ମିଲିୟନ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ହେବ ବିମାନ ବନ୍ଦର । ଗ୍ରୀନ ଫିଲ୍ମ ଏୟାରପୋର୍ଟ ନୀତି ଅନୁଯାୟୀ ଭୂମି ଅଧିଗ୍ରହଣ ଠାରୁ ଆରମ୍ଭ କରି ପରିବେଶ ମଞ୍ଜୁରି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଅଛି । ପ୍ରତିରକ୍ଷା ସି ଆପରି ନାହିଁ। ୨୦୨୩ ସେପ୍ଟେମ୍ବରରେ ସାଇଟ୍‌ 2 ଠିକ୍ ସେହିପରି ୨୦୨୫ ମେ ୬ ତାରିଖରେ ରାଜ୍ୟ ସରକାରଙ୍କୁ ନୀତିଗତ ମଞ୍ଜୁରି ମଧ୍ୟ ମିଳିସାରିଛି| ଚଳିତ ବର୍ଷ ଜୁନରେ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ଵାରା ବି ମାନବନ୍ଦର ପ୍ରକଳ୍ପ ପାଇଁ Chirikipada Syasan, Orissa, India. ଓଡ଼ିଶା ସରକାରଙ୍କ

ପରିବେଶଗତ ମଞ୍ଜରି ସପାରିଶ କରାଯାଇଛି। ବିମାନ ସଂଯୋଗିକରଣ ଫଳରେ ଅର୍ଥନୀତି ୬.୧ ଗୁଣ ବଢିବ ବୋଲି କୁହାଯାଉଛି

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button