
ଲମତାପୁଟ, ୦୧/୦୮: ଲମତାପୁଟ ଆମ୍ବେଦକର ଜୁନିଅର ମହାବିଦ୍ୟାଳୟ ପରିସରରେ ବନ ମହାସ୍ତବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈ ଯାଇଛି!ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପଟ୍ଟନାୟକ ଙ୍କ ନେତୃତ୍ୱ ରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବନପାଳ ଶ୍ରୀ ଆନନ୍ଦ କିର୍ଶନୀ ଅଧ୍ୟାପକ ଶ୍ରୀ ଦୁଷ୍ମନ୍ତ ଚୌଧୁରୀ ଶ୍ରୀ ସୂର୍ଯ୍ୟ ନାରାୟଣ ବିଷୋୟୀ ଶ୍ରୀ ସତ୍ୟ ନାରାୟଣ ମହାପାତ୍ର ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଶ୍ରୀ ସୁବାଷ ଚନ୍ଦ୍ର ଅଲ୍ଲଙ୍ଗ ଶ୍ରୀ ଘେନୁ ଗତନ ଏବଂ ଫରେଷ୍ଟ ଗାର୍ଡ ତପସ୍ୱିନୀ ଖରା ଏବଂ ବିଦ୍ୟାଳୟ ରା଼ ଛାତ୍ର ଛତ୍ରୀ ମିଶି 250 ଚାରା ରୋପଣ କରିଥିଲେ!