ଦିଗପହଣ୍ଡି ସହରକୁ ନୂତନ ଉନ୍ନତ କରୁଛି ଟିପିଏସଓଡିଏଲ
ଦିଗପହଣ୍ଡିର ବିଦ୍ୟୁତ ଭିତ୍ତିଭୂମିକୁ ଉନ୍ନତ କରିଛି ଟିପିଏସ୍ୱଡିଏଲ୍
ଦିଗପହଣ୍ଡି ସହରକୁ ନୂତନ ବ୍ୟାକ୍ ଫିଡିଂ ବିଦ୍ୟୁତ ଲାଇନ୍
ଭରସାଯୋଗ୍ୟ ବିଜୁଳି ସେବା ସେବା ପାଇଁ ରିଙ୍ଗ ମେନ୍ ୟୁନିଟ ସ୍ଥାପନ
। ପ୍ରକଳ୍ପ ଦ୍ଵାରା ପ୍ରାୟ ୧୨୦୦୦ ଉପଭୋକ୍ତା ଉପକୃତ ହେବେ
ବ୍ରହ୍ମପୁର, 31/7: ଗଞ୍ଜାମ ଜିଲ୍ଲାରେ ଭରସା ସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଦ୍ଦେଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ କେଭି ସନ ମିଟେଡ (ଟିପିଏ ଓଡିଏଲ୍) ପକ୍ଷରୁ ଚିକିଟି ୩୩ କେ ଫିଡର ସହ ଦିଗପହଣ୍ଡି ପ୍ରାଇମେରୀ ସବଷ୍ଟେସ (ପିଏସଏସ୍)କୁ ସଂଯୋଗ କରାଯାଇଛି I ଆର୍ଥକ ବର୍ଷ ୨୦୨୪-୨୫ର କ୍ୟାପେକ୍ସ ଯୋଜନା ଅଧୀନ ନରେ କାର୍ଯ୍ୟକାରୀ ହୋଇଥିବା ଏହି ପଦକ୍ଷେପ ଦ୍ଵାରା ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ଭିତ୍ତିଭୂମି ଉନ୍ନତ ହେବା ସହ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ହୋଇପାରିବା ଏହି ପ୍ରକଳ୍ପରେ ଚିକିଟି ଗ୍ରୀଡଠାରୁ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)କୁ ଅତିରିକ୍ତ ବ୍ୟାକ ଫିଡିଂ ସପ୍ଲାଏ ଭାବେ ୧.୬ ସର୍କିଟ କିମି ଦୀର୍ଘ ୩୩ କେଭି ଲାଇନ୍ ସଂଯୋଗ କରାଯାଇଛି। ବିଦ୍ୟୁତ ବିଛିନ୍ନ ହେବା ସମୟରେ କିମ୍ବା ରକ୍ଷଣାବେକ୍ଷଣ କାମ ବେ ବଳେ ଏହି ନୂତନ ଫିଡର ଲାଇନ୍ ଏକ ଭରସାଯେ ଯୋଗ୍ୟ ବିକଳ୍ପ ଶକ୍ତି ଉତ୍ସ ଭାବେ କାମ କରିବା ଏହାସହ । ଏହି ପଦକ୍ଷେପରେ ତ୍ୱରିତ ତ୍ରୁଟି ଚିହ୍ନଟ ଏବଂ ଲୋଡ୍ ପରିଚାଳନା ପାଇଁ ଏକ ରିଙ୍ଗ ମେନ୍ ୟୁନିଟ (ଆରଏମୟୁ) ସ୍ଥାପନ କରାଯାଇଛି I ଏହି ଆରଏମୟୁ ସହ ଗୋଟିଏ ଇନକମିଙ୍ଗ ଏବଂ ଦୁଇଟି ଆଉଟଗୋଇଙ୍ଗ ବିଜୁଳି ଯୋଗାଣ ସଂଯୋଗ ହୋଇଛି । ଯାହାଫଳରେ ଯଦି ଗୋଟିଏ ଲାଇନରେ ବିଦ୍ୟୁତ ସରବରାହ ବ୍ୟାଘାତ ହୁଏ, ତେବେ ଆରଏମୟୁ ସାହାଯ୍ୟରେ ବ୍ୟାକଅପ୍ ଲାଇନ ଦ୍ୱାରା ବିଦ୍ୟୁତ ଯୋଗାଣ ହୋଇପାରିବ ଏବଂ ବିଦ୍ୟୁତ ବିଛିନ୍ନ ସମୟ ମଧ୍ୟ ହ୍ରାସ ପାଇବା ଏହି ପୂ ଯୋଗୁଁ ମାୟ ୧୨,୦୦୦ ଉପଭୋକ୍ତା ପଦକ୍ଷେପ Rob 57 MINUTES AGO 1 ទិទ្ធ ପାଇବେ। ଏହି ଭିଭି ଭୂ ମି ବିକାଶ ସମ୍ପର୍କ ରେ ତିଖ ଗୁଣିଲେ ଦିଶ୍ର ପହଣି ବିଦ୍ୟତ ଭିତ୍ତିଭୂମି କ
ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, ବିଦ୍ୟୁତ ଭିଭିଭୂମିକୁ ଉନ୍ନ ନ୍ନତ କରିବା ଦିଗରେ ଟିପିଏସ୍ୱଡିଏଲ୍ ପ୍ରତିବଦ୍ଧ ରହିଆସିଛି । ଆମ ଉପଭୋକ୍ତାଙ୍କୁ ଉତ୍ତମ ମାନର ବିଜୁଳି ସେବା ଯୋଗାଇବା ଦିଗରେ ଏହି ପ୍ରକଳ୍ପ ସହାୟକ ହେବ । ନୂତନ ଫିଡର ଲିଙ୍କ ନେଟୱର୍କକୁ ସୁଦୃଢ଼ କରି କରିବା ସହ ବିଦ୍ୟୁତ ଯୋଗାଣରେ ପ୍ରତିବନ୍ଧକକୁ ଯଥେଷ୍ଟ ହ୍ରାସ କରୁଅଛି।
ସମଗ୍ର ଦକ୍ଷିଣ ଓଡ଼ିଶାରେ ଏକ ସୁଦୃଢ଼, ଭରସାଯୋଗ୍ୟ ଏବଂ ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ ବିତରଣ ବ୍ୟବସ୍ଥା ନିର୍ମାଣ କରିବା ପାଇଁ ଟିପିଏଓଡିଏଲ୍ ଭିଭିଭୂମି ବିକାଶ ଏବଂ ସ୍ମାର୍ଟ ଉନ୍ନତ କରିଛି ଟିପିଏସଓଟିଏଲ । –