Education

ଜଙ୍ଗଲ ଜମିପଟ। କରା ଇଦେବ। ନ।ମରେ ଲକ୍ଷ। ଧିକ ଟଙ୍କା ଠକେଇ

ଜଙ୍ଗଲ ଜମି ପଟ୍ଟା କରାଇଦେବା ନାମରେ ଲକ୍ଷାଧିକ ଠକେଇ

ରେଞ୍ଜର ଘଟଣାର ସତ୍ୟ ସତ୍ଯତା ଥୁବା କହିଲେ ରେଞ୍ଜର

ଡିଏଫ୍ଓଙ୍କୁ ଦିଆଯାଇଛି ରିପୋର୍ଟ

ନବରଙ୍ଗପୁର, 31/7

ଜଙ୍ଗଲ ଜମି ପଟ୍ଟା କରାଇଦେବା ପାଇଁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତତ୍କାଳୀନ ଫରେଷ୍ଟର ପ୍ରଦୀପ କୁମାର ଦାସ ଲକ୍ଷାଧିକ ଟଙ୍କା ଆଦାୟ କରିଛନ୍ତି। ଏପରିକି ସେ ବନବିଭାଗର ରସିଦ୍‌କୁ ମଧ୍ୟ ବ୍ୟବହାର କରିବାକୁ ପଛାଇ ନାହାନ୍ତି ବୋଲି ଚନ୍ଦାହାଣ୍ଡି ବ୍ଲକ ଦୋଳବେଡା ପଞ୍ଚାୟତର କଦୋପାଣି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନେଇ କ କଦୋପାଣି ଗାଁର ଲମ୍ବ ଧୂରୁଆ, ଅମର ଧୂରୂଅ ଧୂରୂଆ, ଦାମୁ ଧୂରୁଆ, ଈଶ୍ବର ଜାନୀ, ଦାମୁ ସାନ୍ତା, ଅମର ମାଝୀ ପ୍ରମୁଖ ଝରିଗାଁ ରେଞ୍ଜର ଗୋପିନାଥ ମାଝୀଙ୍କୁ ବୁଧବାର ଲିଖିତ ଅଭିଯୋଗ କରିଛନ୍ତି।

ତତ୍କାଳନୀ ଚନ୍ଦାହାଣ୍ଡି ଫରେଷ୍ଟର ପ୍ରଦୀପ କୁମାର ଦାସ ଜଙ୍ଗଲ ଜମିରେ ପଟ୍ଟା କରାଇଦେବା ପାଇଁ ଗାଁର ୭ଜଣଙ୍କ ଠାରୁ ୫ହଜାରରୁ ୧୦ହଜାର ଟଙ୍କା ଲେଖାଏ ଆଦାୟ କରିନେଇଥିଲେ।

ଝରିଗାଁ ରେଞ୍ଜର ଦାବିପତ୍ର ଗ୍ରହଣ କରୁଛନ୍ତି।

ଏଭଳିକି ଳେ ଲୋକଙ୍କ ବିଶ୍ବାସ ଜମାଇବା ପାଇଁ ବନବିଭାଗର ମିଶଲେନିୟସ୍ ରସିଦ ଫର୍ମ ଗାଁ ଲୋକଙ୍କୁ ଦେଇଛନ୍ତି। ସେଥ୍‌ରେ ୫ ହଜ ହଜାର ଟଙ୍କା ଲେଖାଯାଇଥିବା ବେଳେ ପରେ ୫ହଜାର ଟଙ୍କାରୁ ୫୦୦ଟଙ୍କା ଲେଖା ଲେଖା ରସିଦକୁ ଟ୍ୟାମ୍ପରିଂ କରିଥିବା ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ୧୭ଜ ୭ଜଣଙ୍କଠାରୁ କ ସେ ଏଭଳି ଟଙ୍କା ଆଦ ଆଦୟ କରିଛନ୍ତି । ଟଙ୍କା ନେବା ପରେ ମଧ୍ୟ ଲାକଙ୍କୁ ଜଙ୍ଗଲଜ ଉଜମି ପଟ୍ଟା ମିଳିନଥିଲା। ଗାଁ ଲୋକ ଦୀର୍ଘ ୫୦ ବର୍ଷରୁ ଉଦ୍ଧୃ ଧରି ଜଙ୍ଗଲ ଜମିରେ ଚାଷ କରି ଜୀବନ ନିର୍ବାହ କରୁଛ ରୁଛନ୍ତି। ବାରମ୍ବାର

ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରି ନ ମିଳି ନଥିଲା। ଏହି ସମୟରେ ଫରେଷ୍ଟର ଜଙ୍ଗଲ ଜମି ପଟ୍ଟା କରାଇଦେବା ପାଇଁ ଟଙ୍କା ମାଗିବାରୁ ସମସ୍ତେ ଦେଇଥିବା ଉଲ୍ଲେଖ ରହିଛି। ଏନେଇ ରେଞ୍ଜର ଗୋପିନାଥ ମାଝୀଙ୍କୁ ଯୋଗାଯୋଗ କରିବାକୁ ଗାଁ ଲୋକଙ୍କ ଅଭିଯୋଗ ଓ ବନବିଭାଗ ରସିଦ ମଧ୍ୟରେ ସତ୍ୟତା ରହିଛି। ଆଦାୟ ରସିଦ ମଧ୍ୟରେ ତାଳ ମେଳ ରହୁନାହିଁ। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ଡିଏଫଓଙ୍କୁ ଦଶାଯାଇଛି। ନିର୍ଦ୍ଦେଶ ଶ ଆସିଲେ ପ୍ରଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button