Education

ପୂର୍ବ ଭାରତରେ ପ୍ରଥମ, କିମ୍ସ ମେଡିକାଲ ସଫଳ ତ। ମହିଳାଙ୍କର ଆଣ୍ଠୁ ପ୍ରତିରୋପଣ

ପୂର୍ବ ଭାରତରେ ପ୍ରଥମ : କିମ୍ସରେ ୮୭ ବର୍ଷ ବୟସ୍କା ମହିଳାଙ୍କ ଦୁଇଟି ଯାକ ଆଣ୍ଠୁ ପ୍ରତିରୋପଣ

ଭୁବନେଶ୍ୱର, 30/7 : କିମ୍‌ସ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ରେ ଜଣେ ୮୭ ବର୍ଷୀୟା ମହିଳାଙ୍କଠାରେ ଉଭୟ ଆଣ୍ଠୁର ସଫଳ ପ୍ରତିରୋପଣ ひめゆりの କରଯାଇଛି I ଜଣେ ବୟସ୍କା ମହିଳାଙ୍କ ଦୁଇଟି ଆଜ୍‌ର ସମ୍ପୂର୍ଣ ସଫଳ ପ୍ରତିରୋପଣ କରାଯିବା ହେଉଛି ଓଡ଼ିଶା ଓ ପୂର୍ବ ଭାରତରେ ପ୍ରଥମ ମହିଳା ଜଣକ ଗତ ୧୫ବର୍ଷ ଧରି ଗୁରୁଚର ଆଣ୍ଠୁ ଗଣ୍ଠି ରୋଗରେ ପୀଡ଼ିତ ଥିଲେ ଏବଂ ୫ ବର୍ଷ ଧରି ଶଯ୍ୟାଶାୟୀ ଥିଲେ । ଏଥିପାଇଁ ଅସୋପଟ୍ଟାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ସୁଦ୍ଧା ଅସୋପଚାର ସଫଳ ହେବ କି ନାହିଁ କିମ୍ବା ଆହୁରି ଅକ୍ଷମ ହୋଇଯିବେ, ଏହି ଉପରେ ସେ ଅସୋପଚାର ପାଇଁ ରାଜି ହେଉ ନ ଥିଲେ । କିନ୍ତୁ ତାଙ୍କ ଅବସ୍ଥା ଅତି ଶୋଚନୀୟ ହେବାପରେ ଦୈନଦିନ କାର୍ଯ୍ୟ କରିପାରିବେ ବୋଲି ତାଙ୍କ ପରିବାର ଲୋକ ଅନୁଭବ କଲେ । ପରେ ତାଙ୍କୁ କିମ୍ସ ଆଣ୍ଠୁ ଗଣ୍ଠି ପ୍ରତିରୋପଣ ବିଶେଷଜ୍ଞ ଡା ବସନ୍ତ ବେହେରାଙ୍କ ସହ ପରାମର୍ଶ କରିଥିଲେ । ମହିଳାଙ୍କର ବୟସ ଦୃଷ୍ଟିରୁ ଏବଂ ତାଙ୍କର ମଧୁମେହ, ଉଚ୍ଚ ହୃଦରୋଗ, ଡାଇପୋଆର ଏଡ଼ିଜିମ୍ ଆଦି ସ୍ବାସ୍ଥ୍ୟ ସମସ୍ୟାକୁ ଦେଖି ୩ମାସ ଅନ୍ତରରେ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରିବା ପାଇଁ ଡା. ବେହେରା ନିଷ୍ପରି ନେଇଥିଲେ । ଗତ ଏପ୍ରିଲ ୭ରେ ଆଣ୍ଠୁ ଏବଂ ଜୁଲାଇ ୨୧ରେ ବାମ କରାଯାଇଥିଲା। ଏଥିରେ ଅତ୍ୟାଧୁନିକ

କୌଶଳ ଅବଲମ୍ବନ କରାଯାଇଥିବାରୁ ଯନ୍ତ୍ରଣା ଓ ବିପଦ କମ୍ ରହିଥିଲା। ଅଗୋପଚାର ପ୍ରକ୍ରିୟା ସମ୍ପୂର୍ଣ ହେବା ପର୍ଯ୍ୟନ୍ତ ମହିଳା ଜଣକ ଯେପରି ଯନ୍ତ୍ରଣା ଅନୁଭବ ନ କରିବେ ସେଥିପାଇଁ ନିଶ୍ଚେତକ ବିଶେଷଜ୍ଞ ଡା. ତାଜ

ମୋହନ ଓ ତାଙ୍କ ଦଳ ନର୍ଭମେରୁଦଣ୍ଡ ନିଶ୍ଚେତକ କରିଥିଲେ । ପ୍ରତ୍ୟେକ ପରେ ଦିନକ ପରେ ମହିଳା ଜଣ むむ 602 ଚାଲିଥିଲେ । 66 ひらけのある ମାତ୍ର ୫ ଦିନ କୌଣସି ଜଟିଳତା ନ ଥାଇ ତାଙ୍କୁ ତା ହକ୍ସି ଟା ଟାଲରୁ ଡି ସ୍ ଚାର୍କ କରାଯାଇଥିନ ଥିଲା। ସାଧାରଣତଃ ବୟସ ଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ୮୦ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କ ପ୍ରତିରୋପଣ କରିବା ଅଧିକ ହଁ ବୋଲି ବିବେଚନା ବିପଦପୂର୍ଣ

କରାଯାଏ। କିନ୍ତୁ ଏବେ ଅତ୍ୟାଧୁନିକ ଅସୋପଚାର ଜ୍ଞାନ କୌଶଳ, ନିଶ୍ଚେତକ ଏବଂ ଅରୋପକାର ପରବର୍ଗ ଯତ୍ନ ପାଇଁ ଏହି ଅଗୋପଚାର ଅଧିକ ସୁରକ୍ଷିତ ଏବଂ ସଫଳ ହୋଇପାରୁଛି । ଏହା

ବ୍ୟତୀତ ଆଣ୍ଠୁ ପ୍ରତିରୋପା ରୋପଣ ପାଇଁ ସେପରି କିଛି ବୟସ ସୀମା ନାହିଁ ଆଣ୍ଠୁଗଣ୍ଠି ପ୍ରତିରୋପଣ ବୋଲି ଆଣ୍ଠୁର ବେହେରା ପ୍ରକାଶ କରିଛନ୍ତି । ଏଥିପାଇଁ ରୋଗୀଙ୍କ ସାମଗ୍ରିକ ସ୍ବାସ୍ଥ୍ୟବସ୍ଥା, ଚଳନ ଶକ୍ତି ଏବଂ ଯନ୍ତ୍ରଣାର ମାତ୍ରାକୁ ଦେଖି ନିଜରି ନିଆଯାଇଥାଏ। କିସ ସୁପରଵେସିଆଲିଟି ହସ୍ପିଟାଲ୍‌ରେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଅନ୍ୟରୁ ବିଭିନ୍ନ କଟିକ ଅସ୍ତ୍ରୋପଚାର କରାଯାଇପାରୁଛି ବୋଲି ଢା. ବେହେରା କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button