Education

ଆଧାର ନ।ହି,କୌଣସି ସରକ।ରୀ ସୁବିଧ। ମିଳିବ ନ।ହି

ଆଧାର ନାହିଁ, କୌଣସି ସରକାରୀ ସୁବିଧା ମିଳିବ ନାହିଁ

ଉମରକୋଟ, ତ।:30/7

ଆଧାର କାର୍ଡ ନ ଥିଲେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିବେ। ସରକାରଙ୍କ ଅଜୀବ ନିୟମ ! ଜଣେ ଦିବ୍ୟାଙ୍ଗ ବାଳକର ଆଧାର କାର୍ଡ ବନି ପାରୁନଥୁବାରୁ ତାକୁ ଭତ୍ତାରୁ ବଞ୍ଚିତ କରାଯାଇଛି। ଏପରି କି ଦିବ୍ୟାଙ୍ଗ ବାଳକର ପିତାଙ୍କ ଆଧାର କାର୍ଡରେ ବୟସ । କମ ଥିବାରୁ ସେ ବୃଦ୍ଧ

ଭତ୍ତାରୁ ମଧ୍ଯ ବଞ୍ଚିତ ରହିଛନ୍ତି। ଏଭଳି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏକ ପରି ରିବାରର ଦୁଃଖ ଭରା କାହାଣୀ ସାମ୍ନାକୁ ଆସିଛି। ଏଇ ଦୁର୍ଗମ ଉପାନ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ କୋଦା ପଞ୍ଚାୟତ ଅଧୀନରେ ଥୁବା ସରାଗୁଡା ଗ୍ରାମରେ ରହୁଥ‌ିବା ଲଛନ ଭତ୍ରାଙ୍କ ପରିବାରର କାହାଣୀ। ଲଛନଙ୍କ ୯ ବର୍ଷର ପୁଅ ରବିସିଂ

ଭତ୍ରା, ଯିଏକି ଜନ୍ମରୁ ବିକଳାଙ୍ଗ। ସେ ଦେଖୁ ପାରୁ ଛନ୍ତି, ନା ନା କହିପାରୁଛନ୍ତି, ନା ଶୁଣି ପାରୁଛନ୍ତି, ନା ତିନି ମାସ ପରେ ମାଁ ଯଶୋଦା ଭତ୍ରା ଋଲି ପାରୁଛନ୍ତି। ସେ ଜନ୍ମ ହେବାର କିନ୍ତୁ ସ୍ଵର୍ଗବାସ ହୋଇ ଯାଇଥିଲେ । ତାଙ୍କ ପରିବାର ଭାଙ୍ଗି ନ ଥିଲା। ତାଙ୍କ ଦୁଇ ଭଉଣୀ ଉଣୀ ସନେଇ ଭତ୍ରା ନିଜର ପାଠ ପଢା ଛାଡି ସାନ ଭାଇ ରବିସିଂର ଦେଖଭାଲ କରୁଛନ୍ତି। ବଡ଼ ଭାଇ କୁଲି ମଜୁରୀ କରି ଯାହା ଆଣନ୍ତି ସେଥ‌ିରେ ତାଙ୍କ ପରିବାର ଚଳେ । ସେପଟେ ରବିସିଂର ଆଧାର ସ କାର୍ଡ ନଥୁବାରୁ ସେ ସମସ୍ତ ମ ସରକାରୀ ଯୋଜନାରୁ ବଞ୍ଚିତ ରହି ଛନ୍ତି। ସ୍ଥାନୀୟ ସରପଞ୍ଚଙ୍କୁ ପପ୍ସରିବାରୁ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଏବଂ ବିଡ଼ି ଓ ମନୋଜ କୁ ମାର ମେହେର ରବିସିଂଙ୍କ ପାଇଁ ବିକଳ୍ପ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ବର୍ତ୍ତମାନ ଦେଖୁବାକୁ ବାକି ରହିଲା ଦିବ୍ୟାଙ୍ଗ ର ରବି ସିଂଙ୍କୁ କେବେ ସରକାରୀ ସହ ସହାୟତା ମିଳିବ ?

ଗୋବିନ୍ଦା ତ୍ରିପାଠୀ 84805 56478 district president nabarangpur

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button