BusinessDIstrictKoraputNationOdishaPolitics

ଦେଓମାଳି ଅଟ ଆସିସେନ୍ ପକ୍ଷରୁ ମାସିକ ବୈଠକ ଅନୁଷ୍ଠିତ।

ସେମିଳିଗୁଡ଼ା, ୩୦/୦୭: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଦାମନଯୋଡ଼ି ଛକ ନିକଟରେ ଅବସ୍ଥିତ ଦେଓମାଳି ଅଟ ଆସିସେନ୍ କାର୍ଯ୍ୟାଳୟରେ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ସଭାପତି ଲାଲାଚାଦ୍ ବେନିଆ, ଉପସଭାପତି ପଦଲାମ କୁଲୁଦିପ୍, ସେକ୍ରେଟେରୀ ସାଗର ବାଘ ଓ ସମସ୍ତ ଅଟ ଚାଳକ ଉପସ୍ଥିତ ଥିଲେ।ବୈଠକରେ ଗାଡ଼ିର କାଗଜପତ୍ର ସମ୍ପୂର୍ଣ୍ଣ ଭାବରେ ଅପଡେଟ୍ ରଖିବା ଓ ସରକାରଙ୍କ ଟ୍ରାଫିକ୍ ନିୟମକୁ କଠୋର ଭାବେ ଅନୁସରଣ କରିବା ବିଷୟରେ ଆଲୋଚନା ହେଲା। ସଭାପତି ନିଜ ଲାସ୍ସେ ଓ ଜିମ୍ମେବାରୀ ସହିତ ଗାଡ଼ି ଚଳାଇବା ପାଇଁ ଅଟ ଚାଳକଙ୍କୁ ଉପଦେଶ ଦେଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button