Education

ଭୁବନେଶ୍ବର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା, ୩ ଅଟକ

ଭୁବନେଶ୍ବର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା ବ୍ୟାଙ୍କକରୁ ଭୁବନେଶ୍ବର ଆସୁଥିବା ବେଳେ, ମାଡ଼ି ବସିଲା କଷ୍ଟମ ବିଭାଗ ଏହି ମାମଲାରେ ୩ ଜଣକୁ ଅଟକ ରଖ୍

ରାଜଧାନୀରୁ ୩୦ କୋଟିର ମାରିଜୁଆନା

ରାଜଧାନୀରୁ ୩୦ କୋଟିର ମାରିଜୁଆନା ଜବତ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା। ବ୍ୟାଙ୍କକରୁ ଭୁବନେଶ୍ବର ଆସୁଥିବା ବେଳେ, ମାଡ଼ି ବସିଲା କଷ୍ଟମ ବିଭାଗ Iଏହି ମାମଲାରେ ୩ ଜଣକୁ ଅଟକ ରଖ୍ ପଚରାଉଚରା କରାଯାଉଛି ତିନି ଅଟକ ଅଭିଯୁକ୍ତ ହେଲେ ମହମ୍ମଦ ଜାମ୍, ମୋହିତ ଓ ବାମତି ଏମାନେ ସମସ୍ତେ ଉତ୍ତର ପ୍ରଦେଶ ଫତେପୁର ସିକ୍ରି ଅଞ୍ଚଳର ବୋଲି ଜଣାଯାଇଛି ଇଣ୍ଡିଗୋ୬-ଇ-୧୦୬୬ ଫ୍ଲାଇଟରେ ଯାତ୍ରା କରୁଥିଲେ I

ଭୁବନେଶ୍ବର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା। ବ୍ୟାଙ୍କକରୁ ଭୁବନେଶ୍ବର ଆସୁଥିବା ବେଳେ, ମାଡ଼ି ବସିଲା କଷ୍ଟମ ବିଭାଗ Iଏହି ମାମଲାରେ ୩ ଜଣକୁ ଅଟକ ରଖ୍ ପଚରାଉଚରା କରାଯାଉଛି। ତିନି ଅଟକ ଅଭିଯୁକ୍ତ ହେଲେ ମହମ୍ମଦ ଜାମ୍, ମୋହିତ ଓ ବାମତି ଏମାନେ ସମସ୍ତେ ଉତ୍ତର ପ୍ରଦେଶ ଫତେପୁର ସିକ୍ରି ଅଞ୍ଚଳର ବୋଲି ଜଣାଯାଇଛି।

ମାରିଜୁଆନାର ବଜାର ମୂଲ୍ୟ କିଲୋପିଛା ୧ କୋଟି ହୋଇଥିବା ବେଳେ, ୩ଟି ବ୍ୟାଗ ଭର୍ତି ଥୁବା ହାଇଡ୍ରୋଫୋନିକ ମିଳିଛିI ତେବେ ୩୦ କିଲୋ ମାରିଜୁଆନା ମିଳିଥିବାରୁ ଏହାର ଦାମ ୩୦ କୋଟିରୁ ଅଧୂକ ହେବ ବୋଲି ଅନୁମାନ କରୁଛି

କଷ୍ଟମ I

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button